Browsing Tag

labor dead body

ଗଞ୍ଜାମ: ଦୁବାଇରୁ ଫେରିଲା ମୃତ ଓଡ଼ିଆ ଶ୍ରମିକଙ୍କ ମରଶରୀର, ଶୋକାକୁଳ ହେଲା ଗାଁ

ଦୁବାଇରେ ମୃତ ଓଡ଼ିଆ ଶ୍ରମିକ ଜୟ ଦଳାଇଙ୍କ ମରଶରୀର ଓଡ଼ିଶା ଫେରିଛି। ଜୟଙ୍କ ମର ଶରୀର ଗତ ରାତିରେ ତାଙ୍କ ଗାଁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କୈଠଡାରେ ପହଞ୍ଚିଥିଲା। ଦୁବାଇରୁ ଆସି ମୃତ ଦେହ ଭୁବନେଶ୍ୱରରେ ପହଞ୍ଚିଲା। ଏହା ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଶ୍ରମ ବିଭାଗ ଓ ଜିଲ୍ଲା…