ଭିଟାମାଟିକୁ ଫେରୁଥିବା ବେଳେ ଅଘଟଣ , ଟ୍ରେନରେ ଦାଦନ ଶ୍ରମିକଙ୍କ ଗଲା ଜୀବନ
କଣ୍ଟାବାଞ୍ଜି : ନିଜ ସ୍ତ୍ରୀ ଛୁଆ ପିଲା ସହ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ । ରାଜ୍ୟ ବାହାର କାମ କରି ଦେହ ସାମାନ୍ୟ ଅସୁସ୍ଥ ହେବା ପରେ ସେଠାରେ ପ୍ରାଥମିକ ଚିକିତ୍ସା କରି ଟ୍ରେନ ଯୋଗେ ପରିବାର ସହ ଘରକୁ ଫେରୁଥିଲେ। ଆଜି ସକାଳୁ ପେସେଞ୍ଜର ଟ୍ରେନରେ ଆସୁଥିବା ବେଳେ ମୁରିବାହାଲ…