ସାଇକେଲ ସାହାଯ୍ୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିଲେ ଭଦ୍ରକ ବାସୁଦେବପୁର ଅଞ୍ଚଳର ୧୭ ଜଣ ଶ୍ରମିକ
ଭଦ୍ରକ : ସାଇକେଲ ସାହାଯ୍ୟରେ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିଲେ ଭଦ୍ରକ ବାସୁଦେବପୁର ଅଞ୍ଚଳର ୧୭ ଜଣ ଶ୍ରମିକ । ପେଟ ପାଟଣା ପାଇଁ ପଶ୍ଚିମ ବଙ୍ଗର ଏକ କମ୍ପାନୀରେ କାମ କରୁଥିଲେ । ତେବେ ମହାମାରି କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହେବା ଫଳରେ ବେପାରରେ ମାନ୍ଦାବସ୍ତା ଦେଖାଦେବା ପରେ ନିଜ…