ବିଷାକ୍ତ ଇଞ୍ଜେକ୍ସନ ନେଇ ଡାକ୍ତରାଣୀଙ୍କ ଆତ୍ମହତ୍ୟା
ଭୁବନେଶ୍ବର(କେନ୍ଯୁଜ୍) : ଭୁବନେଶ୍ୱରରେ ଡାକ୍ତରାଣୀଙ୍କ ଆତ୍ମହତ୍ୟା । ବିଷାକ୍ତ ଇଞ୍ଜେକ୍ସନ ନେଇ ଡାକ୍ତରାଣୀ ମନସ୍ୱିନୀ ବାରିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମନସ୍ୱିନୀ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିଲେ ।
ସୂଚନା ଅନୁଯାୟୀ ୨୦୧୫ରେ ତାଙ୍କର ବିବାହ ହୋଇଥିଲା। ଏହାପରେ ତାଙ୍କର…