କଟକ ନୟାସଡ଼କ IIFL ସଂସ୍ଥାରୁ ସୁନା ଲୁଟ ଘଟଣା, ମାଷ୍ଟର ମାଇଣ୍ଡ ନୀଳିମା ଲେଙ୍କା ଗିରଫ
କଟକ: କଟକ ନୟାସଡ଼କ IIFL ସଂସ୍ଥାରୁ ସୁନା ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ନୀଳିମା ଲେଙ୍କାଙ୍କୁ ୧୪ ଦିନ ପାଇଁ ଚୌଦ୍ୱାର ଜେଲ୍କୁ ନିଆଯାଇଛି । ନୀଳିମାଙ୍କ ପକ୍ଷରୁ ଜାମିନ ଆବେଦନ ହୋଇଥିଲା । କିନ୍ତୁ ଜାମିନକୁ ଖାରଜ କରି ଦେଇଥିଲେ ଏସ୍ଡିଜେଏମ୍ଙ୍କ ଅଦାଲତ ।
ମୁଖ୍ୟ ଅଭିଯୁକ୍ତ ଲାଲା ଅମୃତ…