Browsing Tag

Lahore

ବ୍ରିଜ୍ ଟୁର୍ନାମେଣ୍ଟ: ୩୨ ଭାରତୀୟ ଖେଳାଳିଙ୍କୁ ତୁରନ୍ତ ପାକିସ୍ତାନ ଛାଡ଼ିବାକୁ ନିର୍ଦ୍ଦେଶ, ରାସ୍ତାରେ ବର୍ଷୁଛି ବୋମା!

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରଠାରୁ ସାରା ଦେଶରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ସବୁଠି ଅଶାନ୍ତିର ବାତାବରଣ। ଚାରିଆଡେ ବିରୋଧ ପ୍ରଦର୍ଶନ ହେବା ସହିତ ହିଂସା ମଧ୍ୟ ଘଟୁଛି। ଏହାରି ଭିତରେ ଲାହୋରରେ ବ୍ରିଜ ଟୁର୍ନାମେଣ୍ଟରେ ଭାଗ ନେବାକୁ ଯାଇଥିବା…

ବନ୍ୟା ଯୋଗୁ ପାକ୍‌ରେ ମିଳୁନି ପରିବା: ଟମାଟୋ କିଲୋ ୫୦୦, ପିଆଜ ହେଲା ୪୦୦

କରାଚି: ଏବେ ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ଯା ପରିସ୍ଥିତି ଦେଖାଦେଇଛି। ଫଳରେ ବେଲୁଚିସ୍ତାନ, ସିନ୍ଧ ଏବଂ ଦକ୍ଷିଣ ପଞ୍ଜାବରୁ ପନିପରିବା ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଣୁ ଆଗାମୀ ଦିନରେ ଖାଦ୍ୟ ସାମଗ୍ରୀର ମୂଲ୍ଯ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଗାମୀ ଦିନରେ…

ମାନିବାକୁ ପଡ଼ିବ, ଦୋକାନରୁ ଦହି କିଣିବେ ବୋଲି ଅଟକାଇ ଦେଲେ ଟ୍ରେନ ! ଡ୍ରାଇଭରଙ୍କୁ ଚାକିରିରୁ ନିଲମ୍ବିତ କଲେ…

ପାକିସ୍ତାନରୁ ପ୍ରତିଦିନ କିଛି ନା କିଛି ଅଜବ ମାମଲା ସାମ୍ନାକୁ ଆସୁଛି। ନିକଟରେ ଏମିତି ହିଁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକି ବେଶ୍‌ ଆଶ୍ଚର୍ଯ୍ୟଜନକ ରହିଛି। ଖବରରୁ ଜଣାପଡ଼ିଛି କି, ଏଠାରେ ଜଣେ ଟ୍ରେନ୍ ଡ୍ରାଇଭର ସାମାନ୍ୟ ଦହି କିଣିବା ପାଇଁ ପୂରା ଟ୍ରେନଟିକୁ ଅଟକାଇ ଦେଇଥିଲେ। ଏ…

ଅଭ୍ୟାସ ମ୍ୟାଚ ବେଳେ ବଲ ବାଜି ଫାଟିଗଲା ଏହି କ୍ରିକେଟରଙ୍କ ଓଠ, ପଡ଼ିଲା ୭ଟି ଷ୍ଟିଚ, ଏବେ ସାମ୍ନାକୁ ଆସିଲା…

ପାକିସ୍ତାନ ସୁପର ଲିଗ ୨୦୨୧ର ବାକି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଗତ ସୋମବାର ଲାହୋର କଲନ୍ଦର୍ସ ଟିମକୁ ବଡ଼ ଝାଟକା ଲାଗିଥିଲା। ଏହି ଫ୍ରାଞ୍ଚାଇଜର ଖେଳାଳି ଦୁର୍ଘଟଣାର ଶିକାର ହୋଇଥିଲେ। ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି। ଆବୁ ଧାବିରେ ଅଭ୍ୟାସ ସମୟରେ ଲାହୋର କଲନ୍ଦର୍ସର ଉଇକେଟକିପର…

କ୍ରୁରତାର ଶେଷ ସୀମା ପାର: ବିଲେଇ ଛୁଆ ସହିତ ସପ୍ତାହେ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କଲେ ନାବାଳକ

ଦୁନିଆର ସର୍ବଶ୍ରେଷ୍ଠ ପ୍ରାଣୀ ମଣିଷ । କିନ୍ତୁ ତା’ ଭିତରେ ରହିଥିବା କୁତ୍ସିତ ମାନସିକତା ତାକୁ ପଶୁଠାରୁ ବି ହୀନ କରି ଦେଉଛି। ମଣିଷ ନିଜର ଯୌନଲାଳସା ଚରିତାର୍ଥ କରିବାକୁ କେତେ ତଳକୁ ଖସିପାରେ, ତାହା ସୀମା ବାହାରେ। ମଣିଷ ଓ ପଶୁ ମଧ୍ୟରେ ପ୍ରଭେଦକୁ ମଧ୍ୟ ସେ ଭୁଲିଯାଏ। ଏମିତି ଏକ କ୍ଷୁଧାର…