Browsing Tag

lakhimpur kheri

ଲଖମୀପୁର ଖେରି: ବସ୍‌ ଏବଂ ଟାଟା ମ୍ୟାଜିକ ମୁହାଁମୁହିଁ ଧକ୍କା, ୪ ମୃତ, ୬ ଗୁରୁତର

ଉତ୍ତରପ୍ରଦେଶ ଲଖମୀପୁର ଖେରିରେ ପୁଣି ମର୍ମନ୍ତୁଦ ଦୁର୍ଘଟଣା । ବସ୍‌ ଏବଂ ଟାଟା ମ୍ୟାଜିକ ଦୁର୍ଘଟଣାରେ ୪ ଜଣଙ୍କର ଜୀବନ ଚାଲିଯାଇଛି । ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୂଚନା ମୁତାବକ, ଲଖମୀପୁର ଖେରିର ବହରାଇଚ ରୋଡ…

ଲଖୀମ୍‌ପୁର ଖେରୀ: ଆବାସିକ ସ୍କୁଲରେ ଏକାସାଥୀରେ ୪୦ ପିଲା କୋଭିଡ୍‌ ପଜିଟିଭ୍‌, ପ୍ରଶାସନ ନେଲା ଗମ୍ଭୀର ପଦକ୍ଷେପ

କିଛି ମାସ ଥଣ୍ଡା ପଡ଼ିବା ପରେ ପୁଣି ଡରାଇଲାଣି କରୋନା। ଦେଶର ବିଭିନ୍ନ ରାଜ୍ୟରେ ମାମଲା ବଢ଼ିବାରେ ଲାଗିଛି। ଏବେ ଉତ୍ତର ପ୍ରଦେଶର ଲଖୀମପୁର ଖେରୀରେ କରୋନାର ୪୦ଟି ମାମଲା ସାମ୍ନାକୁ ଆସିଛି। ଏକାସାଥୀରେ ଏତେ ପଜିଟିଭ ମାମଲା ନିଶ୍ଚିତ ହେବା ପରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା…

ଲଖିମ୍‌ପୁର ଖେରି ହିଂସା: ଆଶିଷ ମିଶ୍ରାଙ୍କୁ ସର୍ତ୍ତମୂଳକ ଜାମିନ୍‌; ସୁପ୍ରିମ୍‌କୋର୍ଟ ଦେଲେ ୮ ସପ୍ତାହର ଆଶ୍ୱସ୍ତି

ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ଚାଷୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟ ୮ ସପ୍ତାହ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅନ୍ତରୀଣ ଜାମିନ୍‌ରେ ମୁକ୍ତ ହେବାର ୧ ସପ୍ତାହ ଭିତରେ ଆଶିଷ…

ହରିଦ୍ବାର ଦର୍ଶନ ହେଲା ଶେଷ ଯାତ୍ରା : ଗଛରେ ପିଟି ହେଲା ପିକ୍‌ଅପ୍‌ ଭ୍ୟାନ୍‌, ୧୦ ଶ୍ରଦ୍ଧାଳୁ ମୃତ, ୭ ଗୁରୁତର

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାର ଏକ ଆଶ୍ଚର୍ଯ୍ୟଜନକ ଖବର ଉତ୍ତର ପ୍ରଦେଶର ପିଲିଭିତ୍ ଜିଲ୍ଲାର ଗଜରୌଲା ଥାନା ଅଞ୍ଚଳରୁ ଆସିଛି । ଆଜି ସକାଳେ ଜାତୀୟ ରାଜପଥରେ ୧୭ ଜଣ ଭକ୍ତଙ୍କ ଭରପୂର ଏକ ପିକଅପ୍ ଅନିୟନ୍ତ୍ରିତ ହୋଇ ଏକ ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଏହି ଦୁର୍ଘଟଣାରେ ପିକଅପ୍…