୭୩ ବର୍ଷୀୟ ଲକ୍ଷପତି ଭିକାରୀ, ଯେଉଁ ମନ୍ଦିର ସାମ୍ନାରେ ଭିକ ମାଗୁଥିଲେ ସେହି ମନ୍ଦିରକୁ ଦାନ କଲେ ୮ ଲକ୍ଷ
ଆନ୍ଧ୍ରର ବିଜୟଓ୍ଵାଡାରେ ଜଣେ ୭୩ ବର୍ଷୀୟ ଭିକାରୀ ୟାଦି ରେଡ୍ଡିକୁ ନେଇ ଏକ ଚାରିଆଡେ ଚର୍ଚ୍ଚା। ଏବେ ତାଙ୍କୁ ନେଇ ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ରେଡ୍ଡି ବିଜୟଓ୍ଵାଡା ମନ୍ଦିରରେ ଭିକ ମାଗୁଥିଲେ। ଏହି ଭିକାରୀ ଜଣଙ୍କ ଏମିତି କାମ କରି ଦେଖାଇଛନ୍ତି ଯାହାକୁ ଜାଣିଲା…