Browsing Tag

Lakmi Fashion Week

ଲାକ୍‌ମି ଫ୍ୟାସନ ୱିକ୍‌ରେ ନିଜର ଚମତ୍କାରିତା ଦେଖାଇଲେ ଓଡ଼ିଆ ଝିଅ

ଭୁବନେଶ୍ୱର (କେନ୍ୟୁଜ) : ଫ୍ୟାସନ ୱିକରେ ଚମକ ଦେଖାଇଲେ ଓଡ଼ିଆ ଝିଅ। ଲାକ୍‌ମେ ଫ୍ୟାସନ ୱିକ୍‌ରେ ଯାଜପୁରର ସୌଭାଗ୍ୟ ଲକ୍ଷ୍ମୀ ରାଉତ ନିଜର ଚମତ୍କାରିତା ଦେଖାଇଛନ୍ତି। ଲାକ୍‌ମେ ଫ୍ୟାସନ ୱିକର ମୁଖ୍ୟ ସୋ ଏରିଆରେ ଜଣେ ଜଣେ ଖ୍ୟାତନାମା ଡିଜାଇନରଙ୍କ ସୋ-ସେଟ ଡିଜାଇନ କରିବାର ସୁଯୋଗ ପାଇଲେ…