ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ଲକ୍ଷ୍ମୀ ମିତ୍ତଲ । ବିଶ୍ୱସ୍ତରୀୟ ଇସ୍ପାତ କମ୍ପାନୀ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତ୍ତଲ ଭୁବନେଶ୍ୱର ଆସିଥିବା ସୂଚନା ମିଳିଛି ।…