Browsing Tag

lalgada

ଭୁଶୁଡୁଛି ମାଓବାଦୀ ଦୁର୍ଗ ସଜାଡ଼ି ହେଉଛି ସ୍ୱାଭିମାନ ଅଞ୍ଚଳ, ଦେଖନ୍ତୁ ସେଠାରେ କେମିତି କଟୁଛି ଆମ ଯବାନଙ୍କ ଦିନ

ଲାଲଗଡ଼ରେ BSF କ୍ୟାମ୍ପ । ମାଓବାଦୀଙ୍କ ରାଜଧାନୀରେ, ମାଓବାଦୀଙ୍କ ଛାତି ଉପରେ ପାଦ ପକାଇଛି BSF, SOG, DVF ଏବଂ ଜିଲ୍ଲା ପୋଲିସ । ପାଦ ପାଦକେ ରହିଛି ମାଓବାଦୀଙ୍କ ଭୟ , ତଥାପି ଦିନରାତି ଏକ କରି ଲୋକଙ୍କ ସୁରକ୍ଷା ପାଇଁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ଦେଉଛନ୍ତି ଏହି…