ଲଲିତାଙ୍କ ସୌନ୍ଦର୍ଯ୍ୟରେ ଦାଗ ଲଗାଇଦେଇଥିଲା ଗୋଟିଏ ଥପଡ, ସବୁଦିନ ପାଇଁ ଛୋଟ ହୋଇଗଲା ଡାହାଣ ଆଖି
୮୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଲଲିତା ପାଓ୍ଵାରଙ୍କୁ କିଏ ବା ନଜାଣେ । ଫିଲ୍ମରେ ମା’ ଏବଂ ଶାଶୁଙ୍କ ଚରିତ୍ରରେ ଅଭିନୟ କରି ଫେମସ୍ ହୋଇଥିବା ଲଲିତା ୨୪ ଫେବ୍ରୁଆରୀ ୧୯୯୮ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ନିଜ କ୍ୟାରିୟରରେ ଅନେକ ଫିଲ୍ମ ଏବଂ ଟିଭି ସିରିୟଲରେ କାମ କରିଥିଲେ ଲଲିତା । ତେବେ…