ଟିମ୍ ଇଣ୍ଡିଆ ଅଧିନାୟକ କିଣିଲେ Lamborghini Urus, ଦାମ୍ ୩.୧୫ କୋଟି ଟଙ୍କା
ଭାରତରେ ଦାମୀ ଓ ବିଳାସପୂର୍ଣ୍ଣ କାର ମଧ୍ୟରେ Lamborghini ନାଁ ଶୀର୍ଷରେ ରହିଛି। ଏହି କାର ଏପର୍ଯ୍ୟନ୍ତ ରଣବୀର ସିଂ, କାର୍ତ୍ତିକ ଆର୍ଯ୍ୟନ ଏବଂ ରୋହିତ ସେଟ୍ଟୀ ପୂର୍ବରୁ କିଣିସାରିଛନ୍ତି। ଏବେ Lamborghini Urus କାର ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା କିଣିଛନ୍ତି। ଏହି…