ଡିଜେ ବାଦ୍ୟ ଆଗରେ ହଜିଯିବାକୁ ବସିଲାଣି କୌଳିକ ବୃତ୍ତି ମହୁରୀ ବାଦ୍ୟ
ବାହା ଘର ହେଉ କି ବ୍ରତ ଘର । ସେ ଘର ପ୍ରତିଷ୍ଠା ହେଉ ଅବା ଦଶହରା,ଦୀପାବଳୀ ଭଳି ଦେବା ଦେଵୀଙ୍କ ପୂଜା କାର୍ଯ୍ୟ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଖୋଜା ପଡନ୍ତି ମହୁରିଆ ଦଳ । ଏହି ବାଦ୍ୟ ବାଜିଲେ ହିଁ ପ୍ରତ୍ୟେକ କାର୍ଯ୍ୟରେ ଶୁଭ ହୋଇଥାଏ । ତା ସହିତ ଗ୍ରାମାଞ୍ଚଳରେ ପ୍ରତ୍ୟେକ ପୂଜା ପାର୍ବଣରେ…