Browsing Tag

land dispute

Puri Murder: ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା, ତଦନ୍ତ କରୁଛି ପୋଲିସ

ପୁରୀ: ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଜମିଜମା ବିବାଦକୁ କେନ୍ଦ୍ର କରି ନୃଶଂସ ହତ୍ୟାକାଣ୍ଡ ଘଟିଛି । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ମହାନା ସାହି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ସେହି ଗାଁର କାଳିଆ ମଲ୍ଲିକ । ମୃତ କାଳିଆଙ୍କ ସହ ଗାଁର ଛବିମନ୍ୟୁ ଦାସଙ୍କ…

ଭିଜିଲାନ୍ସ ଜାଲରେ ନାଚୁଣୀ ଥାନାର ଏଏସଆଇ, ଜମି ବିବାଦ ଫଇସଲା ପାଇଁ ୧୦ ହଜାର ଟଙ୍କା ମାଗିଥିଲେ ଲାଞ୍ଚ

କଟକ : ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ । ଲାଞ୍ଚ ମାମଲାରେ ASI ଫେରାର ହୋଇଥିଲେ, ଏବେ ବନ୍ଧା ହେଲେ । ଦୀର୍ଘ ସମୟର କସରତ ପରେ ପୋଲିସ ଅକ୍ଷୟ କୁମାର ସେଠୀଙ୍କୁ ଗିରଫ କରିଛି ଭଜିଲାନ୍ସ । ତାଙ୍କ ବିରୋଧରେ ଲାଞ୍ଚ ଦାବି ଓ ଗ୍ରହଣ ଅଭିଯୋଗରେ…

ରକ୍ତ ସଂପର୍କକୁ ଭୁଲିଗଲା ପୁଅ, ଜମିବାଡ଼ି ବିବାଦକୁ ନେଇ ବାପାକୁ ହାଣିଲା

ସୋର : ରକ୍ତ ସଂପର୍କକୁ ଭୁଲିଗଲା ପୁଅ । ଜମିବାଡ଼ି ବିବାଦକୁ ନେଇ ବାପାକୁ ହାଣିଲା ପୁଅ । ଜମିବାଡ଼ି ବିବାଦରୁ ସୋର କୋର୍ଟ ସମ୍ମୁଖରେ ବାପାକୁ ହାଣିଲା ପୁଅ ।  ଗୋଡ଼େଇ ଗୋଡ଼େଇ କଟୁରୀରେ ଦୁଇ ପୁଅ ହାଣିଥିବା ବେଳେ ବାପା ଗୁରୁତର ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ଵର…

ଜମିବାଡି ବିବାଦ, ହୋମିଓପାଥି ଡାକ୍ତରଙ୍କୁ ସଂଘବଦ୍ଧ ହୋଇ ମାରିଦେଇଥିବା ଅଭିଯୋଗ

କେନ୍ଦ୍ରାପଡା : ପାରିବାରିକ କଳହର କରୁଣ ପରିଣତି । ନିଜ ଘର ଆଗରେ ମାଟି ପକାଇବାକୁ କେନ୍ଦ୍ର କରି ଜଣେ ହୋମିଓପାଥି ଡାକ୍ତରଙ୍କୁ ସଂଘବଦ୍ଧ ହୋଇ ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବାରଡାଙ୍ଗ ଗାଁରେ ଜମିବାଡି…

ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା, ଘର ଛାତକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ବାଲେଶ୍ଵର: ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମରେ ଘର ଛାତ କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗୋଟିଏ ଗୋଷ୍ଠୀର କୋଦାଳ ଆକ୍ରମଣରେ ମହିଳା କମଳା ସେଠୀଙ୍କ…

ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଜଣେ ମୃତ

ଯାଜପୁର ଟାଉନ୍ : ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ।  ଜଣେ ମୃତ ହୋଇଥିବା ବେଳେ ଉଭୟ ପରିବାରର ୭ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ମୃତକ ହେଲେ ଗୋବିନ୍ଦ ଘଡାଇ। ସମସ୍ତ ଆହତ ବ୍ୟକ୍ତି ଯାଜପୁର ଜିଲ୍ଲା ମୁଖ୍ୟ ଚିକିଶ୍ଚାଳୟରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା…

ଜମିଜମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ; ୧୦ ରୁ ଅଧିକ ଆହତ, ତିନି ଗୁରୁତର

କାକଟପୁର : ଜମିଜମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ୧୦ ରୁ ଅଧିକ ଆହତ, ତିନି ଗୁରୁତର । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପୁରୀ ଅସ୍ତରଙ୍ଗ ଥାନା ଜାମୁଗାଁରେ ଜମିଜମାକୁ ନେଇ ଏହି ଗଣ୍ଡଗୋଳ ହୋଇଛି । ଢେଲା ପଥର ମାରି ଦୁଇ ପରିବାରର…

ଜମିବାଡ଼ି ବିବାଦରୁ ହଣାକଟା, ୨ ପରିବାର ମଧ୍ୟରେ ତୁମୁଳକାଣ୍ଡ

ଟାଙ୍ଗି: ଜମିବାଡ଼ି ବିବାଦରୁ ହଣାକଟା । ୨ ପରିବାର ମଧ୍ୟରେ ତୁମୁଳକାଣ୍ଡ, ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା ।  ଉଭୟ ପରିବାରରୁ ୬ ଜଣ ଆହତ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲେଣ୍ଡୋ ଗାଁର ଘଟଣା । ଗତକାଲି ରାତିରେ…

ବାରଙ୍ଗ ଥାନା ଅଞ୍ଚଳରେ ଜମିଜମା ଗଣ୍ଡଗୋଳ ଘଟଣା, ୧୦ ଅଭିଯୁକ୍ତଙ୍କୁ ଗିରଫ

ବାରଙ୍ଗ: ବାରଙ୍ଗ ଥାନା ଅଞ୍ଚଳରେ ଜମିଜମା ଗଣ୍ଡଗୋଳ ଘଟଣା । ଦୁଇଟି ମାମଲା ରୁଜୁ କରିଛି କମିଶନରେଟ୍ ପୋଲିସ । ଜମି ମାଲିକଙ୍କୁ ଧମକ ଚମକ୍ ଦେବା ଏବଂ ପୋଲିସ ଉପରକୁ ଆକ୍ରମଣ କରିବା ନେଇ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି । ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବାରଙ୍ଗ ଥାନା ପୋଲିସ ।…

ଜାଗା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣା, ୧୫ ଜଣଙ୍କୁ ଉଠାଇନେଲା ପୋଲିସ

ବ୍ରହ୍ମପୁର : ଜାଗା ବିବାଦକୁ ନେଇ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଦୁଇ ଗାଁ ମଧ୍ୟରେ ବିବାଦକୁ ନେଇ ଗଣ୍ଡଗୋଳ ପରେ ଚାପା ଉତ୍ତେଜନା ଜାରି । ଗଣ୍ଡଗୋଳ ଘଟଣାରେ ଉଭୟ ରତ୍ନମଣିପୁର-ସିଙ୍ଗିପୁର ଗାଁର ୧୫ଜଣଙ୍କୁ ଉଠାଇନେଲା ପୋଲିସ । ଉଭୟ ଗାଁ ବାସିନ୍ଦା ଓ ସାନଖେମୁଣ୍ଡି ତହସିଲଦାରଙ୍କ…

ରାଗ ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ, ଉଗ୍ରରୂପ ନେଲା ଜମି ବିବାଦ

କେନ୍ଦୁଝର: ଜମି ଲୋଭ ପାଇଁ ଅପରାଧ । ରାଗ ଆଗରେ ଫିକା ପଡ଼ିଲା ରକ୍ତ ସମ୍ପର୍କ । ଉଗ୍ରରୂପ ନେଲା ଜମି ବିବାଦ । ଭାଇର ଜୀବନ ନେଲା ଭାଇ । ବାପାଙ୍କ ପରେ ବଡ଼ ଭାଇ ହିଁ ସାନ ଭାଇର ସାହାର ସାଜେ । ସୁଖ ଦୁଃଖରେ ଭାଇ ସାଙ୍ଗରେ ଥିଲେ ମନୋବଳ ଦ୍ରୁଢ଼ ହୁଏ । କିନ୍ତୁ ଭାଇ ଯଦି ବଇରୀ ସାଜିବ ତେବେ କାହା…

ଜମିଜମା ବିବାଦକୁ ନେଇ ବାଙ୍କୀରେ ହଣାକଟା, ଦୁଇ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

ବାଙ୍କୀ : ଜମିଜମା ବିବାଦକୁ ନେଇ ହଣାକଟା ।  ପୂର୍ଵ ଶତ୍ରୁତାରୁ ଗାଁ ଦାଣ୍ଡରେ ୩ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ହାଣିଲେ ଦୁର୍ବୃତ୍ତ ।  ତିନି ଗୁରୁତର ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ।  ବାଙ୍କୀ ଥାନା ବରପୁଟ ଗ୍ରାମ ପଞ୍ଚାୟତର ପାଥପୁର ଗାଁରେ ଜମି ଜମାକୁ ନେଇ ପୂର୍ଵ…