ଖୋର୍ଦ୍ଧା ସାରୁଅ ଜମି ଜାଲିଆତି ମାମଲା: ରାଜଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି ଜମି ହରାଇଥିବା ୩୧ରୁ ଅଧିକ ଗ୍ରାମବାସୀ
ଭୁବନେଶ୍ବର: ଖୋର୍ଦ୍ଧା ସାରୁଅ ଜମି ଜାଲିଆତି ମାମଲାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ। ରାଜବବନ ସମ୍ମୁଖରେ ଧାରଣାରେ ବସିଛନ୍ତି ଜମି ହରାଇଥିବା ୩୧ରୁ ଅଧିକ ଗ୍ରାମବାସୀ।
ପୂର୍ବରୁ ୧୨ଦିନ ଧରି ଖୋର୍ଦ୍ଧା ସାରୁଅ ତରଙ୍ଗ ଷ୍ଡୁଡିଓ ଆଗରେ ଧାରଣାରେ ବସିଥିଲେ। ତୁରନ୍ତ ଜମି…