Browsing Tag

land slide

ଆର. ଉଦୟଗିରି ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ଭୂସ୍ଖଳନ, ପୋତି ହୋଇଗଲା ୫ ବାଇକ

ମୋହନା(କେନ୍ୟୁଜ୍):  ଗତ କିଛି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ସାମାନ୍ୟ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି ଅତଡ଼ା ସହ ବର୍ଷା ଜଳ ଗ୍ରାମ ମଧ୍ୟକୁ ଚାଲିଆସିଥିବା ଦେଖାଯାଇଛି। ତେଵେ ଏଥିରେ…

ମଣିପୁର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି, ମାଟି ତଳେ ୫୫ ଜଣ ଥିବା ନେଇ ଆଶଙ୍କା

ମଣିପୁର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି । ମାଟି ତଳେ ଆହୁରି ପାଖାପାଖି ୫୫ ଜଣ ପୋତି ହୋଇରହିଥିବା ନେଇ ସୂଚନା ମିଳିଛି । କହିରଖିବା ଉଚିତ ହେବକି ମଣିପୁର ନୋନୀ ଜିଲ୍ଲା ତୁପୁଲ ରେଳ ଷ୍ଟେସନ ନିକଟରେ ମୁତୟନ ହୋଇଥିବା ୧୦୭ ଟେରିଟୋରିଆଲ ଆର୍ମି ଭୂସ୍ଖଳନର ଶିକାର ହୋଇଥିଲେ। ବୁଧବାର…

ମାଟି ଅତଡା ଖସି ଶ୍ରମିକ ମୃତ୍ୟୁ ଘଟଣା: ଆଜି ଛତ୍ର ବଜାର ଭିତରକୁ ଭାରି ଯାନ ପ୍ରବେଶ ଉପରେ କଟକଣା ଜାରି

କଟକ(କେନ୍ଯୁଜ୍): କଟକ ଛତ୍ର ବଜାର ମାଟି ଅତଡା ଖସି ଶ୍ରମିକ ମୃତ୍ୟୁ ଘଟଣାରେ ଆଜି ଛତ୍ର ବଜାର ଭିତରକୁ ଭାରି ଯାନ ପ୍ରବେଶକୁ ନେଇ କଟକଣା ଜାରି କରିଛି ପ୍ରଶାସନ। ଛତ୍ର ବଜାର ପୁରୁଣା ପୋଲ ଦେଇ ପ୍ରବେଶ ମନା। ପିଲଗ୍ରୀମ୍‌ ରୋଡ୍‌ରେ ଟ୍ରକ ଗୁଡିକରୁ ମାଲ ଅନ୍‌ଲୋଡିଙ୍ଗ ଚାଲିଛି। ମାଟି ଅତଡା ଖସି…

ତାଳଚେର ହାଣ୍ଡିଧୂଆଁରେ ମାଟି ଧସିବା ଘଟଣା: ବଢୁଛି ଗାତର ଗଭୀରତା, ଭୟଭୀତ ଲୋକେ ସ୍ଥାନାନ୍ତର ପାଇଁ ଦାବି କଲେ

ତାଳଚେର (କେନ୍ୟୁଜ୍):  ଦବୁଛି  ମାଟି। ଦୁଇ ଦିନ ହେଲାଣି ତାଳଚେର ହାଣ୍ଡିଧୁଆଁ ଅଞ୍ଚଳରେ ଧସୁଛି ମାଟି ଅତଡା । ସୃଷ୍ଟି ହୋଇଛି ୫୦ ଫୁଟର ଗାତ । ଗଭୀର ବି ସେମିତି । ତାଳଚେର ଦେଉଳବେଡ଼ା ତେଲିସାହିରେ ଏହି ଘଟଣା ଦେଖିବାକୁ ମିଳିଛି । ଗତକାଲି ପ୍ରାୟ ୫୦ ଫୁଟ ମାଟି ଦବିବା ପରେ ଆଜି ମଧ୍ୟ ମାଟି…

ତାଳଚେରରେ ପୁଣି ଆତଙ୍କ : ଦେଉଳବେଡ଼ା ତେଲି ସାହିରେ ଦବିଗଲା ୫୦ ଫୁଟର ମାଟି, ବିଶାଳ ଗାତକୁ ଦେଖି ଲୋକେ ଥରହର

ତାଳଚେର (କେନ୍ୟୁଜ୍): ତାଳଚେରରେ ପୁଣି ଦବିଲା ମାଟି। ହାଣ୍ଡିଧୁଆଁ ସ୍ଥିତ ଦେଉଳବେଡ଼ା ତେଲି ସାହି ନିକଟରେ ଏକ ଜମିରେ ମାଟି ଧସିଛି। ଧୀରେ ଧୀରେ ଅଧିକରୁ ଅଧିକ ମାଟି ଧସୁଥିବାରୁ ଅଞ୍ଚଳରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ପାଖାପାଖି ୫୦ ଫୁଟ ମାଟି ଧସିଛି। କଲିୟାରୀ ପୋଲିସ ଓ MCL ଅଧିକାରୀ…

ପାହାଡରୁ ଖସିଲା ମାଟି ଅତଡା, ସାଲୁର ଘାଟିରେ ମାଟି ଅତଡା ଧସି ୨୬ନମ୍ବର ଜାତୀୟ ରାଜପଥ ଅବରୋଧ

କେନ୍ୟୁଜ୍: ପାହାଡରୁ ଖସିଲା ମାଟି ଅତଡା। ଓଡ଼ିଶା ସୀମାନ୍ତ ଆନ୍ଧ୍ରର ସାଲୁର ଘାଟିରେ ମାଟି ଓ ପଥର ଧସି ୨୬ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ବିପଦପୂର୍ଣ୍ଣ ଭାବେ ଗାଡି ଚଲାଚଳ କରୁଛି। ଶହ ଶହ ଗାଡି ରାସ୍ତାରେ ଅଟକି ରହିଛି। ପ୍ରବଳ ବର୍ଷା ହେବା ଯୋଗୁଁ…

ଗଜପତିରେ ପାହାଡ଼ ଧସି ଘଟଣା : ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି, ୩ ନିଖୋଜ

ଗଜପତି (କେନ୍ୟୁଜ୍) : ଗଜପତି ଜିଲ୍ଲା ରାୟଗଡ଼ରେ ପାହାଡ ଧସି ୧୮ ଜଣ ନିଖୋଜ । ସେଭିତରେ ରାୟଗଡ଼ ଲାଙ୍ଗାସାହିରେ ୭ ଜଣ, ମାରା ଗାଁରେ ୭ ଜଣ ଓ ରାମଗିରି ଅଞ୍ଚଳର ବିଭିନ୍ନ ଗାଁରୁ ୪ ଜଣ ଜଣ ଅଛନ୍ତି । ତେବେ ଅନ୍ୟ ଏକ ଘଟଣାରେ ରାୟଗଡ଼ ବ୍ଲକ ବାରଘରରେ ମହେନ୍ଦ୍ରଗିରି ପାହାଡ଼ ଧସିବା ଘଟଣାରେ ମୃତ୍ୟୁ…