Browsing Tag

landline connection started in kashmir

ଘାଟିରେ ଆରମ୍ଭ ହେଲା ଲ୍ୟାଣ୍ଡଲାଇନ୍‌ ସେବା, ୧୨ ଦିନ ପରେ ଟେଲିଫୋନ୍‌ରେ ସଂପର୍କୀୟଙ୍କ ସ୍ୱର ଶୁଣିଲେ କଶ୍ମୀରବାସୀ

୧୨ ଦିନ ପରେ ଟେଲିଫୋନ୍‌ରେ ସଂପର୍କୀୟଙ୍କ ସ୍ୱର ଶୁଣିଲେ କଶ୍ମୀରବାସୀ । କଶ୍ମୀର ଘାଟିରେ ଆରମ୍ଭ ହେଲା ଲ୍ୟାଣ୍ଡଲାଇନ୍‌ ସେବା । ଆଜି ୫୦ ହଜାର ଲ୍ୟାଣ୍ଡଲାଇନ୍‌ କାର୍ଯ୍ୟକ୍ଷମ ହୋଇଛି। ସେହିଭଳି ଜମ୍ମୁର ୫ଟି ଜିଲ୍ଲାରେ ଆରମ୍ଭ ହୋଇଚି ଟୁ-ଜି ମୋବାଇଲ ଇଣ୍ଟରନେଟ୍‌ ସେବା । ସୋମବାରଠାରୁ ଘାଟିର…