Browsing Tag

landslide

କେରଳ ଇଡୁକି ଜିଲ୍ଲା ରାଜମାଲା ଭୂସ୍ଖଳନ ଘଟଣା, ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି

କେରଳ : କେରଳ ଇଡୁକି ଜିଲ୍ଲା ରାଜମାଲା ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ଇଡୁକି ଜିଲ୍ଲାରେ ରାତି ତମାମ ବର୍ଷା ଲାଗି ରହିବା ପରେ ଅତଡ଼ା ଧସି ୧୭ ଜଣଙ୍କ ଜୀବନ ଯାଇଛି । ଏବେବି କିଛି ଲୋକ ମାଟି ଗଦା ତଳେ ଚାପି ହୋଇରହିଥିବା…

ପ୍ରକୃତିର ତାଣ୍ଡବ, ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍‌ ହେଲା ଭୂସ୍ଖଳନ !

ଥରେ ଭାବନ୍ତୁ ତ ଆପଣ ରାସ୍ତାରେ ଗାଡିରେ ଯାଉଛନ୍ତି ଆଉ ହଠାତ୍ ରାସ୍ତା କଡ଼ରେ ଥିବା ପାହାଡ଼ ଧସିବାକୁ ଆରମ୍ଭ କଲା । ସେତେବେଳେ ଆପଣ କଣ କରିବେ ? ନିଶ୍ଚୟ ଭାବରେ ଭୟଭୀତ ହୋଇଯିବେ। ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବେ । ଆଉ ଯଦି ବାଟ ନଥିବ ? ଠିକ ଏମିତି ଏକ ଘଟଣା ଘଟିଛି ମାୟାନଗରୀ ମୁମ୍ବାଇରେ।…

ରାସ୍ତାରେ ବାଇକ ନେଉଯାଉଥିଲେ ବ୍ୟକ୍ତି ହଠାତ୍‌ ହେଲା ଭୂସ୍ଖଳନ, ଦେଖନ୍ତୁ ତାପରେ କଣ ହେଲା

ପ୍ରକୃତିର ତାଣ୍ଡବ କେତେ ଯେ ଭୟଙ୍କର ତାହା ଆପଣ ଏ ଭିଡିଓକୁ ଦେଖିଲେ ଜାଣିପାରିବେ। ଏହି କିଛି ସମୟର ଭିଡିଓକୁ ଦେଖିଲେ ଆପଣଙ୍କ ଛାତି ଥରିଯିବ ନିଶ୍ଚୟ। ଦେଖନ୍ତୁ ସବୁ କିଛି ଠିକ ଠାକ୍‌ ଦେଖାଯାଉଥିବା ଏହି ଯାଗାଟି ହଠାତ୍‌ କଣ ହୋଇଯାଉଛି। ଭୂସ୍ଖଳନର ଏହି ଭୟଙ୍କର ଭିଡିଓକୁ ଦେଖିଲ ଆପଣ…

ଗୁଣୁପୁର କୁଲୁସିଂ ଗାଁ ନିକଟସ୍ଥ ଗୁଙ୍ଗୁ ପାହାଡ଼ରେ ଭୂସ୍ଖଳନ, ପ୍ରଖର ଗତିରେ ପାଣି ସହ ପଥର ଖସିବା ପରେ ଭୟର ବାତାବରଣ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପୁର ଆବଡ଼ା ପଞ୍ଚାୟତ କୁଲୁସିଂ ଗାଁରେ ଭୂସ୍ଖଳନକୁ ନେଇ ଭୟର ବାତାବରଣ । ନିକଟସ୍ଥ ଗୁଙ୍ଗୁ ପାହାଡ଼ରେ ଭୂସ୍ଖଳନ ହେବାରୁ ପ୍ରଖର ଗତିରେ ପାଣି ସହ ବଡ଼ ବଡ଼ ପଥର ପାଦଦେଶକୁ ଖସି ପଡ଼ିଥିଲା । ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡ଼ିଥିବା ବେଳେ ହଜାର ହଜାର କାଜୁ ଗଛ ନଷ୍ଟ…

କୋରାପୁଟରେ ଧସିଲା ପାହାଡ, ବୋରିଗୁମ୍ମା-କୋରାପୁଟ ରାସ୍ତା ଅବରୋଧ

କୋରାପୁଟରେ ଧସିଲା ପାହାଡ। ବୋରିଗୁମ୍ମା-କୋରାପୁଟ ରାସ୍ତାରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଛି। ବୋରିଗୁମ୍ମା ବ୍ଲକ ଡାକରା ନିକଟରେ ଘଟିଛି ଏହି ଭୂସ୍ଖଳନ। ଫଳରେ ଏହି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁଁ ନିୟମିତ ଏହି ରାସ୍ତାରେ ପାହାଡ଼ ଧସି ବିପଦଜନକ ସ୍ଥିତି…

ବଲାଙ୍ଗିରରେ ବର୍ଷାର ତାଣ୍ଡବ, ଗର୍ଜିଲା ପାପନାଶିନୀ ଗଙ୍ଗା

ବଲାଙ୍ଗିରରେ ବର୍ଷାର ତାଣ୍ଡବ। ଲଗାଣ ବର୍ଷା ଯୋଗୁ ହରିଶଙ୍କରରେ ଭୂସ୍ଖଳନ। ଧସିଲା ମାଟି ଅତଡ଼ା। ପାହାଡ଼ ଉପରୁ ଅଚାନକ ମାଟି ଖସିଥିଲା। ବଡ଼ ବଡ଼ ପଥର ଧସିବା ସହ ପ୍ରବଳ ବେଗରେ ପ୍ରବାହିତ ହୋଇଥିଲା ପାଣି। ଏତେ ଜୋରରେ ପାହାଡ଼ ଉପରୁ ପାଣି ପ୍ରବାହିତ ହୋଇଥିଲା ଯେ, ଦେଖିଲେ ଭୟ ଲାଗିବ। କେହି କିଛି…

ଯେତେବେଳେ ଟ୍ରକ୍ ଉପରେ ଧସି ପଡିଲା ପାହାଡ ଖଣ୍ଡ, କ୍ୟାମେରାରେ କଏଦ ହେଲା ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ

ନୂଆଦିଲ୍ଲୀ: ଦେଶର ବହୁ ସ୍ଥାନରେ ବର୍ତ୍ତମାନ ବର୍ଷା ଜାରି ରହିଛି । ଏହି ବର୍ଷା ଦିନେ ବିଶେଷ କରି ପାହାଡିଆ ଅଞ୍ଚଳ ମାନଙ୍କରେ ବର୍ଷା କାରଣରୁ ମାଟି ଧସିବା କିମ୍ବା ପାହାଡ ଖଣ୍ଡ ଧସିବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଏହି ପରିପେକ୍ଷୀରେ ସିକ୍କିମରେ ରିସିଖୋଲାର ନୟାବଜାର ଲେଗାସିପ୍…

ତାଳଚେର MCL ଭରତପୁର କୋଇଲା ଖଣିରେ ଦୁର୍ଘଟଣା, ମାଟି ଅତଡା ଖସି ୫ ମୃତ

ତାଳଚେର(କେନ୍ୟୁଜ୍): କୋଇଲା ଖଣିରେ ଦୁର୍ଘଟଣା। ମାଟି ଅତଡା ଖସି ୫ ମୃତ। ତାଳଚେର MCL ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି ୫ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ୧୦ରୁ ଅଧିକ ଲୋକ ମାଟି ତଳେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି। ଖଣି କର୍ତ୍ତୁପକ୍ଷ ଓ…