ବୈଜ୍ଞାନିକମାନେ ଖୋଜି ବାହାର କଲେ ପକ୍ଷୀ ମାନଙ୍କର ଭାଷା, ଏମାନେ ବି କରିଥାନ୍ତି ମଣିଷଙ୍କ ଭଳି କରିଥାନ୍ତି…
ପକ୍ଷୀମାନେ ମଧ୍ୟ ମଣିଷ ମାନଙ୍କ ଭଳି କଥା କହିପାରନ୍ତି ଏବଂ ସେମାନେ ନିଜ ନିଜ ମଧ୍ୟରେ ଭାଷାର ଆଦାନ ପ୍ରଦାନ ମଧ୍ୟ କରିଥାନ୍ତି I ବୈଜ୍ଞାନିକମାନେ ପକ୍ଷୀ ମାନଙ୍କ ଗୁଞ୍ଜରଣରୁ ଏକ ଭାଷା ଖୋଜି ବାହାର କରିଛନ୍ତି I ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଆମର ଭାଷାରେ ଥିବା ବାକ୍ୟ, ଶବ୍ଦ ଏବଂ…