Browsing Tag

laptop

ମହଙ୍ଗା ଲାପଟପରେ ମିଳୁଛି ଶସ୍ତା ଡିଲ୍, ଦିୱାଲୀରେ କମ୍ ହେଲା ପ୍ରାଇସ୍

ଯଦି ଆପଣ ଏକ ଭଲ ଲାପଟପ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ  ଆପଣଙ୍କ ପାଇଁ ଆସିଛି ବଢ଼ିଆ ଡିଲ୍ । ଦିୱାଲୀ ଅବସରରେ ଆମାଜନ ଦିୱାଲୀ ସେଲ୍ ଆରମ୍ଭ କରିଛି। ଅନେକ ରିଫରବିସ୍ଡ ଲାପଟପରେ ବଢ଼ିଆ ଅଫର୍ ଏବଂ ଡିସକାଉଣ୍ଟ ଦିଆଯାଉଛି । ରିଫରବିସ୍ଡ ହୋଇଥିବା ଲାପଟପ୍ ହେଉଛି ଏପରି ଡିଭାଇସ୍ ଯାହା…

ଲଞ୍ଚ ହେଲା Infinixର ହାଲୁକା ଓ ପତଳା ଲାପଟପ୍, ଜାଣନ୍ତୁ କେତେ ରହିଛି ଦାମ

Infinix ନିଜର ନୂଆ ଲାପଟପ୍ Infinix INBOOK AirPro + ଭାରତରେ ଲଞ୍ଚ କରିଛି । ଏହା ସବୁଠାରୁ ପତଳା ଲାପଟପ୍ ବୋଲି କୁହାଯାଉଛି । ଏହି ଲାପଟପ୍ ରେ ୧୩tg ଜେନ ଇଣ୍ଟେଲ କୋର i5 ପ୍ରୋସେସର ଲଗାଯାଇଛି ଏବଂ ଏଥିରେ ୧୪ ଇଞ୍ଚ ୨.୮ K OLED ଡିସପ୍ଲେ ଅଛି । କମ୍ପାନୀ ଦାବି କରିଛି ଯେ ଏହା ହେଉଛି…

ମାର୍କେଟରେ ଧମାଲ କରିବ Dellର ଲାପଟପ୍, ଫିଚର୍ସ ରହିଛି ବଢ଼ିଆ

Dell ଟେକ୍ନୋଲୋଜି ଭାରତରେ ଏହାର ନୂଆ XPS 13 ଲାପଟପ୍ ଲଞ୍ଚ କରିଛି । ଏଥିରେ ଇଣ୍ଟେଲର ନୂଆ କୋର ଅଲ୍ଟ୍ରା ସିରିଜ୍ ପ୍ରୋସେସର୍ ଏବଂ 48 TOPS ପର୍ଯ୍ୟନ୍ତ NPU ଅଛି । ଏହି ଲାପଟପ୍ AI ରେ ଚାଲିଥାଏ ଏବଂ ଏଥିରେ ୧୩ ଇଞ୍ଚର ଡିସପ୍ଲେ ଅଛି । କମ୍ପାନୀ କହିଛି ଯେ ଏହି ଲାପଟପ୍ ବହୁତ ସ୍ପିଡ୍ ରେ…

୧୨ ହଜାର ଟଙ୍କାରୁ ବି କମ୍‌ ଦାମରେ ନେଇ ଆସନ୍ତୁ ଏହି ଲାପଟପ୍‌, ଫ୍ଲିପକାର୍ଟରେ ମିଳୁଛି ବଢ଼ିଆ ଅଫର

ଯଦି ଆପଣ ଏକ ନୂଆ ଲାପଟପ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବଢ଼ିଆ ଖବର । ଯଦି ବଜେଟର ଅଭାବ ପାଇଁ ଆପଣ ବ୍ରାଣ୍ଡେଡ୍ ଲାପଟପ୍ କିଣିପାରୁ ନାହାଁନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ବର୍ତ୍ତମାନ HP ଲାପଟପରେ ଏକ ବଡ଼…

ଆସିଗଲା ୩୨GB RAMର ଲାପଟପ୍‌, ୧୪୦ ଓ୍ଵାଟ୍‌ ଫାଷ୍ଟ ଚାର୍ଜିଂର ମିଳିବ ସପୋର୍ଟ

ଯଦି ଆପଣ ଲାପଟପ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ Huawei ବର୍ତ୍ତମାନ ଆପଣଙ୍କ ପାଇଁ ଏକ ନୂଆ ଅପ୍ସନ ଆଣିଛି । Huawei MateBook GT 14 ଲଞ୍ଚ କରିଛି । ସ୍ପେସିଫିକ୍‌ ସେଗମେଣ୍ଟର ୟୁଜରଙ୍କୁ ଧ୍ୟାନରେ ରଖି Huawei ଏହି ଲାପଟପ୍ ଡିଜାଇନ୍ କରିଛି । MateBook GT 14ରେ ଆପଣ ରକେଟ୍…

ସାମସଙ୍ଗ ଲଞ୍ଚ କଲା ସବୁଠାରୁ ପାୱାରଫୁଲ୍ ଲାପଟପ୍, ମିଳିବ AI ଫିଚର୍ସ

ସାମସଙ୍ଗର ସବୁଠାରୁ ଦମଦାର ଲାପଟପ୍ ‘Galaxy Book4 Ultra’ ଭାରତୀୟ ବଜାରରେ ଲଞ୍ଚ ହୋଇଯାଇଛି । କମ୍ପାନୀ ଗତ ବର୍ଷ ଗାଲାକ୍ସି ବୁକ୍ ସିରିଜ୍ ଘୋଷଣା କରିଥିଲା । ଏହି ସିରିଜ୍ ଅଧୀନରେ ଫେବୃଆରୀରେ Galaxy Book 4 Pro, Galaxy Book4 Pro 360 ଏବଂ Galaxy Book4 360 ଲଞ୍ଚ କରାଯାଇଥିଲା ।…

ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ, ସବୁ ସ୍ମାର୍ଟଫୋନ ଓ ଲାପଟପରେ ଲାଗିବ USB –C PORT

ଭାରତ ସରକାର ସମସ୍ତ ସ୍ମାର୍ଟଫୋନରେ ଓ ଲାପଟପରେ ୨୦୨୫- ୨୬ ସୁଦ୍ଧା USB –C PORT ଲଗାଇବାକୁ ଯାଉଛନ୍ତି । ଏହା କେବଳ ଆପଲ iPhone ପାଇଁ ନୁହେଁ, ବରଂ android ଏବଂ windows ଡିଭାଇସ ତିଆରି କରୁଥିବା ସମସ୍ତ କମ୍ପାନୀ ପାଇଁ ପ୍ରଯୁଜ୍ୟ ହେବ । ସରକାରୀ ସୁତ୍ର ଅନୁସାରେ ଖୁବଶୀଘ୍ର ଏହି ବିଷୟରେ…

ଏହି ସବୁ ଲାପଟପରେ ମିଳୁଛି ବଢ଼ିଆ ଡିସକାଉଣ୍ଟ, ୟୁଜର୍ସଙ୍କ ପାଇଁ ମିଳୁଛି ପତଳା ଏବଂ ଲାଇଟ୍‌ ୱେଟ ଅପ୍ସନ

ଯେତେବେଳେ ଆମେ ଲାପଟପ୍ କିଣିବାକୁ ପ୍ଲାନ୍‌ କରୁ ସେତେବେଳେ ପ୍ରଥମେ ଲାପଟପର ଡିଜାଇନ୍ ଏବଂ ଓଜନ ଦେଖିଥାଉ । ଅନେକ ଲୋକ ଥାଆନ୍ତି, ଯେଉଁମାନେ ଅଫିସକୁ ଲାପଟପ୍‌ ନେଇ ଯାଆନ୍ତି । ତେଣୁ ଏହାର ଓଜନ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କମ୍‌ ଓଜନର ଦାମୀ ଏବଂ ଶସ୍ତା…

Microsoft ଲଞ୍ଚ କରିଲା ନୂଆ Copilot+ PC, ମିଳିବ ଦମଦାର AI ଫିଚର୍ସ

ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ଏକ ନୂଆ PC ଲଞ୍ଚ କରିଛି । ମାଇକ୍ରୋସଫ୍ଟର ଏହି ନୂଆ ଡିଭାଇସ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି କମ୍ପାନୀ ଏଥିରେ ଅନେକ ଦମଦାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫିଚର୍ସ ଦେଇଛି । କମ୍ପାନୀର ଏହି ନୂଆ PC ର ନାମ ହେଉଛି Copilot+ PC । କମ୍ପାନୀର ସିଇଓ ସତ୍ୟ…

ଶସ୍ତାରେ ମିଳୁଛି ଏହି ଲାପଟପ୍‌, ବ୍ୟାଟେରୀ ଲାଇଫ ରହିଛି ଦମଦାର

ଯଦି ଆପଣ ଏକ ନୂଆ ଲାପଟପ୍ କିଣିବାକୁ ଚାହାଁନ୍ତି, ତେବେ ଆପଣ ଆମାଜନ ଗ୍ରେଟ୍ ସମର୍‌ ସେଲ୍‌ ଏବଂ ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେ ସେଲରେ ବମ୍ପର ଡିସକାଉଣ୍ଟର ଲାଭ ଉଠାଇ ପାରିବେ । ଡିସକାଉଣ୍ଟ ପରେ ମହଙ୍ଗା ଲାପଟପ୍ ମଡେଲଗୁଡିକ ୩୦ ହଜାର ଟଙ୍କାରୁ ବି ଶସ୍ତାରେ ବିକ୍ରି ହେଉଛି । ଆସନ୍ତୁ…

ହାର୍ଟ ପାଇଁ ଲାପଟପ୍ ଓ ମୋବାଇଲ୍ ସ୍କ୍ରିନ୍ କାହିଁକି ବିପଜ୍ଜନକ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆଜିକାଲି ମୋବାଇଲ୍ ଏବଂ ଲାପଟପ୍ ଆମ ଲାଇଫ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ଏହି ଉପକରଣଗୁଡ଼ିକ ଆମକୁ ପରସ୍ପର ସହିତ ଯୋଗାଯୋଗ କରିବା, କାର୍ଯ୍ୟ କରିବା, ସୂଚନା ଦେବା ଏବଂ ପ୍ରସାରଣ ଏବଂ ଆମୋଦ ପ୍ରମୋଦ ଭଳି ଅନେକ ଜିନିଷରେ ସାହାଯ୍ୟ କରୁଛି । କିନ୍ତୁ ଆପଣ ଜାଣିଛନ୍ତି କି ଏହି…

୨୦ ହଜାର ଟଙ୍କାରୁ ବି କମ ଦାମରେ ମିଳୁଛି ଏହି ଶସ୍ତା ଲାପଟପ୍‌, ଫିଚର୍ସ ବି ରହିଛି ଖାସ୍‌

ଯଦି ଆପଣ ନିଜ ପାଇଁ ଲାପଟପ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି କିନ୍ତୁ ଆପଣଙ୍କ ବଜେଟ୍‌ ସେତେ ଅଧିକ ନୁହେଁ ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର । ୨୦ ହଜାର ଟଙ୍କାରୁ ବି କମ୍ ଦାମରେ ଆପଣ ଶସ୍ତା ଲାପଟପ୍ କିଣି ପାରିବେ । ତେବେ ଆସନ୍ତୁ ଜାଣିବା ଆପଣମାନେ ଏହି ଲାପଟପକୁ କେମିତି କିଣିବେ ।…