କରୋନା କବ୍ଜାରେ ଲାରା ଦତ୍ତା, ଘରକୁ ସିଲ୍ କରି ନୋଟିସ୍ ଲଗାଇଲା ବିଏମ୍ସି
ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ଲାରା ଦତ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲାରା କରୋନା ସଂକ୍ରମିତ ହେବା ପରେ ବିଏମ୍ସି ପକ୍ଷରୁ ତାଙ୍କ ବିଲ୍ଡିଂକୁ ସିଲ୍ କରି ଦିଆଯାଇଛି। ରିପୋର୍ଟ ମୁତାବକ, ବିଏମ୍ସି ଲାରା ଦତ୍ତାଙ୍କ ଘର ବାହାରେ ମାଇକ୍ରୋ କଣ୍ଟେନ୍ମେଣ୍ଟ…