ଆସିଲା ସବୁଠୁ ବଡ ବ୍ୟାକ୍ଟେରିଆ, ଖୋଜି ପାଇଛନ୍ତି ବୈଜ୍ଞାନିକ
ଆସିଲା ସବୁଠୁ ବଡ ବ୍ୟାକ୍ଟେରିଆ । ଯାହାକୁ ଖୋଜି ପାଇଛନ୍ତି ବୈଜ୍ଞାନିକ । ଯାହାର ନାମ ହେଉଛି ଥିୟୋମାର୍ଗରିଟା ମାଗ୍ନିଫିକା । ବୈଜ୍ଞାନିକମାନେ ଦାବି କରିଛନ୍ତି କି ଏହି ଖାସ ବ୍ୟାକ୍ଟେରିଆକୁ କ୍ୟାରୋବିୟନ ଦ୍ୱୀପ ସମୂହର ଗ୍ଵାଡେଲିପରେ ଦେଖିବାକୁ ମିଳିଥିଲା । କ୍ୟାରବିୟନ ମୈଗ୍ରୋବର ଦଳ ଦଳରେ…