Browsing Tag

last raja

ତିନିଦିନିଆ ଗଣପର୍ବ ରଜର ଆଜି ଶେଷଦିନ

ଆଜି ଶେଷ ରଜ । ତିନିଦିନିଆ ଗଣପର୍ବ ରଜରେ ମଜିଛନ୍ତି ସଭିଏଁ । ଝିଅବୋହୂମାନେ ଦୋଳି ଖେଳ ସାଙ୍ଗକୁ ପୁଚିରେ ମସଗୁଲ । ଗାଁ ଗାଁରେ ତାସ, ଲୁଡୁ ଓ କବାଡ଼ି ପ୍ରତିଯୋଗିତା । ଶେଷ ରଜରେ ପୁରପଲ୍ଲୀର ପରିବେଶ ପୂରା ରଙ୍ଗିନ । ଘରେ ଘରେ କୁଣିଆଙ୍କ ଭିଡ଼। ନାନା ରକମର ପିଠା, ମିଠା ସାଙ୍ଗକୁ ଭୋଜିଭାତର…