Browsing Tag

last rites

ଶେଷଯାତ୍ରାରେ ଆଶା ଭୋସଲେ, ଲୁହରେ ଭିଜିଲା ସାରା ଭାରତ

ବଲିଉଡରେ ସ୍ୱରର ରାଣୀଙ୍କ ଶେଷ ଯାତ୍ରା । ରବିବାର ଦିନ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ୯୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଆଶା ତାଇ । ଗତ କିଛି ଦିନ ହେବ ସେ ହୃତପିଣ୍ଡରେ ସଂକ୍ରମଣ ଏବଂ ଅତ୍ୟଧିକ କ୍ଲାନ୍ତି ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ…

ଏକାଠି ଜଳିଲା ଚାରିଟି ଜୁଇ, ଶୋକାକୁଳ ପରିବେଶରେ ସରିଲା ଶେଷକୃତ୍ୟ

କୋରାପୁଟ : ଏକାଠି ଜଳିଲା ଚାରିଟି ଜୁଇ ।  ଶୋକାକୁଳ ପରିବେଶରେ ସରିଲା ଶେଷକୃତ୍ୟ ।  ଏକାଠି ଜଳିଲା ଗୋଟିଏ ପରିବାରର ଚାରି ଚାରି ସଦସ୍ୟଙ୍କ ମରଶରୀର ।  ଗତକାଲି ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବଡ଼କୁମାରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କର ଆଜି ଅନ୍ତିମ ସଂସ୍କାର, କଟକର ସତୀଚଉରାରେ ଶେଷ କୃତ୍ୟ ସଂପନ୍ନ ହେବ

କଟକ: ଶେଷ ଯାତ୍ରା ପୂର୍ବରୁ ଶେଷ ଦର୍ଶନ । ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କୁ ଶେଷ ଦର୍ଶନ କରୁଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ତାଙ୍କ କଟକ ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ କରୁଛନ୍ତି । ଆଜି ତାଙ୍କ ଅନ୍ତିମ ସଂସ୍କାର କଟକର ସତୀଚଉରାରେ ହେବ । ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ ।…

ସୁରତରେ ଅଙ୍ଗଦାନ ଗାଁରେ ଶେଷକୃତ୍ୟ, ପୋଲିସ ବାହିନୀ ଦେଉଛି ଗାର୍ଡ ଅଫ୍ ଅନର୍

ଭଞ୍ଜନଗର: ସ୍ତବ୍ଧ ପାଲଟି ଯାଇଛି ଗାଁ । କାନ୍ଦବୋବାଳିରେ ଫାଟି ପଡୁଛି ପରିବାର । ରୋଜଗାରିଆ ମଣିଷର ଅକାଳ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ତଥାପି ପରିବାର ଲୋକଙ୍କ ଉତ୍ସର୍ଗୀକୃତ ଚିନ୍ତାଧାରାକୁ ପ୍ରଶଂସା କରୁଛନ୍ତି ଅଞ୍ଚଳବାସୀ । ଘରର ମୁରବୀଙ୍କ ବିୟୋଗ ପରେ ତାଙ୍କର…

ଧର୍ମେନ୍ଦ୍ରଙ୍କ ଅନ୍ତିମ ସଂସ୍କାରକୁ ନେଇ ଫ୍ୟାନ୍ସଙ୍କ ଅସନ୍ତୋଷ, କାହିଁକି ଏତେ ତରବରିଆ ଭାବେ କରାଗଲା ଶେଷକୃତ୍ୟ

ମୁମ୍ବାଇ : ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି । ପଦ୍ମଭୂଷଣ ପୁରସ୍କାରପ୍ରାପ୍ତଙ୍କ ପାର୍ଥିବ ଶରୀରକୁ କାହିଁକି ସାଧାରଣ ଦର୍ଶନ ପାଇଁ ରଖାଯାଇ ନଥିଲା ଏବଂ ତାଙ୍କ ଅନ୍ତିମ ସଂସ୍କାର କାହିଁକି…

ଜମି ହଡ଼ପ କରିବା ପାଇଁ ପୁଅର ଦମଦାର ଚାଲ୍, ଡେଥ୍ ସାର୍ଟିଫକେଟ୍ ପାଇଁ ବିନା ମୃତଦେହରେ ଶ୍ମଶାନରୁ କାଟିଲେ ରସିଦ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଉଜ୍ଜୈୟନରେ ଚର୍କତୀର୍ଥ ଶ୍ମଶାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।  ସମ୍ପତ୍ତି କାଗଜପତ୍ର ପାଇଁ ଶବଦାହର ଷଡଯନ୍ତ୍ର ରଚିଥିଲେ କିଛି ଯୁବକ । ଯାହାର ପ୍ରକୃତ ସତ ସାମ୍ନାକୁ ଆସିଛି । ବର୍ତ୍ତମାନ ପୋଲିସଅଭିଯୁକ୍ତଙ୍କୁ ଗିରଫ କରି ନିଜ ହେପାଜତରେ ରଖିଛି…

ଆଜି ହେବ ସଞ୍ଜୟ କପୁରଙ୍କ ଅନ୍ତିମ ସଂସ୍କାର, ହୃଦଘାତରେ ହୋଇଥିଲା ମୃତ୍ୟୁ

ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ସଞ୍ଜୟ କପୁରଙ୍କ ଅନ୍ତିମ ସଂସ୍କାର ଆଜି ଦିଲ୍ଲୀରେ କରାଯିବ । ତାଙ୍କ ସ୍ମୃତିକୁ ମନେପକାଇବା ପାଇଁ ଜୁନ୍ ୨୨ରେ ପ୍ରାର୍ଥନା ସଭା ଆୟୋଜନ କରାଯିବ । ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କର ଏକ ନୋଟ୍ ଭାଇରଲ ହେଉଛି । ଯେଉଁଥିରେ କରିସ୍ମା କପୁର…

ରାଜକୀୟ ସମ୍ମାନରେ ହେବ ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର, ଚାଟାର୍ଡ ବିମାନରେ ଆସୁଛି ମୃତଦେହ

ଗୁଜୁରାଟ : ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । DNA ମ୍ୟାଚ୍ ପରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ଅନ୍ତିମ ସଂସ୍କାର ପାଇଁ ଚାଟାର୍ଡ ବିମାନ ଯୋଗେ ତାଙ୍କ ମୃତଦେହକୁ ରାଜକୋଟ ପଠାଯିବ । ଆସନ୍ତା କାଲି…

ପ୍ରଶାନ୍ତଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେଲେ ହଜାର ହଜାର ଲୋକେ

ସେ ନା ଥିଲେ ସୈନିକ ନା ଥିଲେ ନେତା କି ବଡ଼ କଳାକାର ଅବା ବିଶିଷ୍ଟ ବ୍ୟକ୍ତି । ହେଲେ ଆଜି ତାଙ୍କ ପାଇଁ କାନ୍ଦୁଛି ସାରା ଓଡ଼ିଶା । ତାଙ୍କ ପାଇଁ ଗାଁ ଦାଣ୍ଡରେ ଲାଗିଛି ଲୋକଙ୍କ ପ୍ରବଳ ଗହଳି । ତାଙ୍କୁ ଶେଷ ଥର ଦର୍ଶନ ପାଇଁ ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ବି ପହଞ୍ଚିଛନ୍ତି ।…

ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥୀ, ଇସାଣୀ ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ ସମ୍ପନ୍ନ

ବାଲେଶ୍ୱର : ପ୍ରଶାନ୍ତ ଶତପଥୀଙ୍କ ଶେଷକୃତ୍ୟ ସମ୍ପନ୍ନ । ଇସାଣୀ ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ ସମ୍ପନ୍ନ । ଶେଷକୃତ୍ୟରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଜାର ହଜାର ଲୋକ ଅନ୍ତିମ ଯାତ୍ରାରେ ହେଲେ ସାମିଲ ।  ମୃତ ପ୍ରଶାନ୍ତଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା…

ଦାହ ସଂସ୍କାର ପାଇଁ କାଠ ଅଭାବ, ଡିଏଫଓଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଲେ ପରିବାରବର୍ଗ

କୁହାଯାଏ ମୃତ୍ୟୁ ପରେ ଦାହ ସଂସ୍କାର କରାଗଲେ ହିଁ ଆତ୍ମାକୁ ମୋକ୍ଷ ମିଳେ । କିନ୍ତୁ ଦାହ ସଂସ୍କାର ପାଇଁ ଯଦି କାଠ ମିଳିବନି ତେବେ କାହା ପାଖକୁ ଯିବେ ମୃତକଙ୍କ ସମ୍ପର୍କୀୟ । ଏମିତି କିଛି ପ୍ରଶ୍ନକୁ ନେଇ ଧାରଣା ଦେଇଛନ୍ତି ଶହ ଶହ ଲୋକେ । ପଡ଼ି ରହିଥିଲା ଦୁଇ ଦୁଇଟି ମୃତଶରୀର । କାନ୍ଧ ଦେବା…

ଶ୍ମଶାନରେ ମୋବାଇଲ୍ ଟର୍ଚ୍ଚ ଏବଂ ଗାଡି ଲାଇଟ୍ ଲଗାଇ ଶେଷକୃତ ସମ୍ପନ୍ନ କଲେ ଗ୍ରାମବାସୀ

ଚୌଦ୍ଵାର: ସମସ୍ୟା, ସମସ୍ୟା, ସମସ୍ୟା । ସବୁଦିନ କେଉଁଠି ନା କେଉଁଠି କିଛି ନା କିଛି ସମସ୍ୟା ମୁଣ୍ଡ ଟେକିଥାଏ । ଯାହାର ସମାଧାନ କିଛି ସ୍ଥାନରେ ପ୍ରଶାସନ ପକ୍ଷରୁ କରାଯାଇଥାଏ ତ କେଉଁଠି ପ୍ରଶାସନର ଅଣଦେଖା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସାଧାରଣ ଲୋକେ । ତେବେ ଆଜିର ଏଇ ସମାଜରେ…