Browsing Tag

last t twenty

ଆଜି ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି: ଯିଏ ମ୍ୟାଚ୍‌ ଜିତିବ ସିଏ କବଜା କରିବ ସିରିଜ୍‌

କେନ୍ୟୁଜ୍(ବ୍ୟୁରୋ): ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ । ଯିଏ ମ୍ୟାଚ୍‌ ଜିତିବ ସିଏ କବଜା କରିବ ସିରିଜ୍‌ । ସିରିଜ ୧-୧ରେ ଏବେ ବରାବର ଥିବାରୁ ଉଭୟ ଦଳ ପାଇଁ ଏବି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟିରେ ବିଜୟୀ…

ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇଲା ଭାରତ, କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତର ଦମଦାର ବିଜୟ

ନ୍ୟୁଜିଲାଣ୍ଡ ଭୂମିରେ ନ୍ୟୁଜିଲାଣ୍ଡକୁ ଧୁଳି ଚଟାଇଲା ଭାରତ। ଇଡେନ୍ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୬ ଓ୍ୱିକେଟରେ ବିଜୟୀ ହୋଇଛି। କେଏଲ ରାହୁଲ ଓ ଶ୍ରେୟସ ଆୟାରଙ୍କ ଅର୍ଧଶତକ ଏବଂ ବିରାଟ କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତ ଏହି ମ୍ୟାଚ ବିଜୟୀ…

ଭାରତ-ବାଂଲାଦେଶ ଫାଇନାଲ ଫାଇଟ୍‌, ସିରିଜ୍‌ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳ

ଆଜି ଭାରତ-ବାଂଲାଦେଶ ମଧ୍ୟରେ ଫାଇନାଲ ଫାଇଟ୍‌ । ନାଗପୁରରେ ଖେଳାଯିବ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି । ପ୍ରଥମ ମ୍ୟାଚ୍‌ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ ଜିତିଛି ଟିମ୍‌ ଇଣ୍ଡିଆ । ତେଣୁ ଉଭୟ ଦଳ ଆଜିର ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚେଷ୍ଟା କରିବେ । ବିରାଟ…

ମୋହାଲୀ: ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତ ବିଜୟୀ

ମୋହାଲୀ: ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତ ବିଜୟୀ । ଅଧିନାୟକ ବିରାଟ କେହାଲୀଙ୍କ ଅର୍ଦ୍ଧଶତକ ବଳରେ ଭାରତ ଆଜି ଦକ୍ଷିଣ ଆଫ୍ରୀକାକୁ ୭ ୱିକେଟରେ ପରାସ୍ତ କରିଛି। ଭାରତ ପକ୍ଷରୁ ଶିଖର ଧବନ ୪୦, ରୋହିତ ଶର୍ମା ୧୨ ଓ ପନ୍ଥ ୪ ରନ କରିଥିଲେ। ବିରାଟ କୋହଲି ଅପରାଜିତ ୭୨ ରନ ଏବଂ ଶ୍ରେୟାସ ଆୟର ୧୬ ରନ…

ଆଜି ସିଡନିରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି ଟ୍ବେଣ୍ଟି

ଆଜି ସିଡନିରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି ଟ୍ବେଣ୍ଟି । ଭାରତୀୟ ସମୟ ୧ଟା ୨୦ରେ ଖେଳାଯିବ ମ୍ୟାଚ । ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ଟି ଟ୍ବେଣ୍ଟିକୁ କଙ୍ଗାରୁ ଦଳ ଜିତିବା ପରେ ମେଲବୋର୍ଣ୍ଣରେ ଦ୍ୱିତୀୟ ଟି ଟ୍ବେଣ୍ଟି ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା ।…