ଭେଣ୍ଟିଲେଟର ସପୋର୍ଟରୁ ବାହାରିଲେ କୋକିଳ କଣ୍ଠୀ ଲତା ମଙ୍ଗେସକର, ଉଭୟ କରୋନା ଓ ନିମୋନିଆକୁ ଦେଲେ ମାତ୍
୯୨ ବର୍ଷୀୟା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଦୀର୍ଘ ୧୯ ଦିନ ପରେ ଭେଣ୍ଟିଲେଟରରୁ ବାହାର କରାଯାଇଛି। ପ୍ରଥମେ ଆଇସିୟୁରେ ଥିବା ଲତାଙ୍କୁ କିଛି ଦିନ ତରେ ଭେଣ୍ଟିଲେଟରକୁ ଅଣାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରୁ ବାହାର…