Browsing Tag

lata mangeshkar

କୁନି ଋଷି କପୁରଙ୍କୁ କୋଳରେ ଧରିଥିବାର ଫଟୋ ସେୟାର କଲେ ଲତା ମଙ୍ଗେସକର, ଭାବୁକ ହୋଇ କହିଲେ, ‘ମୁଁ ଶବ୍ଦହୀନ…

ଆକ୍ଟର ଇରଫାନ ଖାନଙ୍କ ଦେହାନ୍ତର ଠିକ ଦିନକ ପରେ ବଲିଉଡ, ଆଉ ଜଣେ ମହାନ ଅଭିନେତା ଋଷି କପୁରଙ୍କୁ ହରାଇଛି। ଦୁଇ ଦୁଇଜଣ ତାରକାଙ୍କୁ ହରାଇ ପୂରା ବଲିଉଡ ଏବେ ସ୍ତବ୍ଧ ହୋଇଯାଇଛି। ଋଷି କପୁରଙ୍କ ଦେହାନ୍ତ ଖବର ପାଇ ମହାନ ଗାୟିକା ଲତା ମଙ୍ଗେସକର ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହିତ ସେ…

କରୋନା ଭାଇରସ ବିପକ୍ଷ ଲଢ଼େଇରେ ସାମିଲ ହେଲେ ଲତା ମଙ୍ଗେସକର, ଦାନ କଲେ ସଞ୍ଚିତ ପୁଞ୍ଜି

କରୋନା ଭାଇରସ ବିରୁଦ୍ଧ ଯୁଦ୍ଧରେ ବଲିଉଡ କଳାକାର ଖୁବ ଉତ୍ସାହର ସହ ସାହାଯ୍ୟ କରୁଛନ୍ତି। ଗୋଟିଏ ପରେ ଗୋଟିଏ କଳାକାର ସ୍ଵଇଚ୍ଛାରେ କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଉଛନ୍ତି। କେବଳ ସହାୟତା କରୁନାହାନ୍ତି ସେମାନେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି। ତେବେ ଇତିମଧ୍ୟରେ…

ପ୍ରାୟ ମାସେ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଘରକୁ ଫେରିଲେ ଲତା ମଙ୍ଗେସ୍କର, ଧନ୍ୟବାଦ ଜଣାଇଲେ ଡାକ୍ତରଙ୍କୁ

ମୁମ୍ବାଇ : ସୁର ସାମଜ୍ଞୀ ଲତା ମଙ୍ଗେସ୍କର ଦୀର୍ଘ ୨୮ ଦିନ ଧରି ମୁମ୍ବାଇ ବ୍ରିଚ୍‌କାଣ୍ଡି ହସପିଟାଲରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି । ନିଶ୍ୱାସ ନେବାରେ କଷ୍ଟ ହେବାରୁ ଗତ ନଭେମ୍ବର ୧୧ ତାରିଖରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ସୁସ୍ଥତା ପାଇଁ ସାରା ଦେଶ…

ଲତା ମଙ୍ଗେସକରଙ୍କ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଶିଶୁଟିର ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକାଂଶ ଲୋକମାନେ ନିଜର ଭିଡିଓ ଦ୍ବାରା ଲୋକପ୍ରିୟ ହେବାରେ ଲାଗିଛନ୍ତି। ଏହାର ସବୁଠାରୁ ବଡ ଉଦାହରଣ ହେଉଛି ପଶ୍ଚିମ ବଙ୍ଗଳାର ରାନାଘାଟ ଷ୍ଟେସନରେ ଗୀତ ବୋଲୁଥିବା ରାନୁ ମଣ୍ଡଳ, ଯାହାଙ୍କର ଗୋଟିଏ ଗୀତ ସୋସିଆଲ ମିଡିଆରେ ଆସିବା ପରେ ରାତାରାତି ଷ୍ଟାର…

ପୁରୀ ବେଳାଭୂମିରେ ଲତା ମେଙ୍ଗସକରଙ୍କ ୯୦ ତମ ଜନ୍ମଦିନ ଅବସରରେ ବାଲୁକାକଳା ପ୍ରଦର୍ଶନ

ପୁରୀ(କେନ୍ୟୁଜ୍): ସୁପ୍ରସିଦ୍ଧ ଗାୟିକା ଲତା ମେଙ୍ଗସକରଙ୍କ ୯୦ ତମ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା ପ୍ରଦର୍ଶନ କରାଯାଇଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମିରେ ଲତାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।…

ଏପରି ଭାବେ ଲତା ମଙ୍ଗେସକରଙ୍କୁ ଜୀବନରୁ ମାରିଦେବାକୁ କରାଯାଇଥିଲା ଷଡଯନ୍ତ୍ର, ୯୦ତମ ଜନ୍ମଦିନରେ ଜାଣନ୍ତୁ କିଛି ଅଜଣା…

ଆଜି ଲତା ମଙ୍ଗେସକରଙ୍କ ଜନ୍ମଦିନ । ୨୮ ସେପ୍ଟେମ୍ବରରେ ଜନ୍ମଗ୍ରହଣ କରିଥିବା ଲତା ନିଜ ଜୀବନରେ ବହୁତ କିଛି ଉପଲବ୍ଧି କରିସାରିଛନ୍ତି । କିନ୍ତୁ ସଫଳତା ପାଇବାର ରାସ୍ତା ଏତେ ସହଜ ହୋଇନଥାଏ । ଲତା ମଧ୍‌ଯ ନିଜକୁ ସୁରର ମହାରାଣୀ କରାଇବା ପାଇଁ ବହୁ କିଛି ସମସ୍ୟା ଦେଇ ଗତି କରିଛନ୍ତି । ଆଜି ଆମେ…

ଭାରତ ସରକାରଙ୍କ ଦ୍ବାରା ଏହି ବଡ ସମ୍ମାନରେ ସମ୍ମାନିତ ହେବେ କୋକିଳ କଣ୍ଠୀ ଲତା ମଙ୍ଗେସକର

ମୁମ୍ବାଇ : ନିଜର କଣ୍ଠସ୍ୱର ପାଇଁ ଦେଶ ତଥା ବିଦେଶରେ ବେଶ୍ ଲୋକପ୍ରିୟ ହୋଇପାରିଥିବା କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କୁ ପୁଣି ଏକ ବଡ଼ ସମ୍ମାନ ମିଳିବାକୁ ଯାଉଛି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କର ୯୦ତମ ଜନ୍ମଦିନରେ ତାଙ୍କୁ ଏକ ବଡ଼ ସମ୍ମାନରେ ସମ୍ମାନିତ କରାଯିବ । ଆଜ୍ଞା ହଁ ଆସନ୍ତା…

ଭାରତୀୟ ସେନାଙ୍କୁ ଏକ କୋଟି ଟଙ୍କା ଦେବେ ଲତା ମଙ୍ଗେସକର

ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ପରିବାରକୁ ସମସ୍ତେ ସମ୍ବେଦନା ବ୍ୟକ୍ତ କରୁଛନ୍ତି । ନେତାଠୁ ଆରମ୍ଭ କରି ରାଜନେତା, ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଡ଼ ବଡ଼ ଉଦ୍ୟୋଗପତି ଏବଂ ଖେଳାଳି ସମସ୍ତେ ନିଜ ନିଜ ସ୍ତରରେ ସାହାଯ୍ୟ କରୁଛନ୍ତି । ବଲିଉଡ୍ ସେଲିବ୍ରିଟି ମଧ୍ୟ ପଛରେ ନାହାଁନ୍ତି…