Browsing Tag

late night study tips

ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଠ ପଢୁଛନ୍ତି କି ? ତାହେଲେ ଆପଣାନ୍ତୁ ଏହି ଟିପ୍ସ

ଏପରି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନଙ୍କୁ ରାତିରେ ପଢ଼ିବାର ଅଭ୍ୟାସ ରହିଥାଏ ଅଥଵା ଅଧିକାଂଶ ପିଲାଙ୍କୁ ପରୀକ୍ଷା ସମୟରେ ରାତି ରାତି ଅନିଦ୍ରା ରହି ପାଠ ପଢ଼ିବାର ଆବଶ୍ୟକତା ରହିଥାଏ । ରାତିରେ ପଢ଼ିବାରେ ମଧ୍ୟ ଏକ ଭିନ୍ନ ପ୍ରକାରର ଫାଇଦା ହୋଇଥାଏ । ଯଦି ଆପଣ ମଧ୍ୟ ବିଳମ୍ବିତ ରାତି…