ଆଉ ନାହାନ୍ତି ହ୍ୟାରୀ ପୋଟର୍ର ‘ଏଲ୍ବସ ଡମ୍ବଲଡୋର୍’; ୮୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ
ହଲିଉଡ୍ ସିନେମା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଫିଲ୍ମ ‘ହ୍ୟାରୀ ପୋଟର୍’ରେ ଏଲ୍ବସ ଡମ୍ବଲଡୋର୍ର ରୋଲ୍ ପ୍ଲେ କରିଥିବା ଜଣାଶୁଣା ଅଭିନେତା ସାର୍ ମାଇକେଲ୍ ଗାମ୍ବୋନ୍ଙ୍କ ନିଧନ ହୋଇଛି। ଗାମ୍ବୋନ୍ଙ୍କ ନିଧନରେ ସମଗ୍ର ହଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା…