ସାମସଙ୍ଗ୍ ର ଟେନସନ୍ ବଢ଼ାଇଲା LG, ଆଣିଲା ଦୁନିଆର ପ୍ରଥମ ଷ୍ଟ୍ରେଚେବଲ୍ ଡିସପ୍ଲେ
LG ଫ୍ଲେକ୍ସିବଲ୍ ଡିସପ୍ଲେ ଟେକ୍ନୋଲୋଜିକୁ ରିଡିଫାଇନ୍ କରିଛି । କମ୍ପାନୀ ଦୁନିଆର ପ୍ରଥମ ଷ୍ଟ୍ରେଚେବଲ୍ ଡିସପ୍ଲେ ଲଞ୍ଚ କରିଛି, ଯାହାକୁ ଆପଣ ଟାୱେଲ ପରି ମୋଡ଼ି ପାରିବେ । ସାଉଥ କୋରିଆନ୍ କମ୍ପାନୀ ପୂର୍ବରୁ ଷ୍ଟ୍ରେଚେବଲ୍ ଡିସପ୍ଲେ ଟେକ୍ନୋଲୋଜି ଆଣିସାରିଛି, ଯେଉଁଥିରେ ଡିସପ୍ଲେ ଷ୍ଟ୍ରେଚ୍…