ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ ଜାରି, ଆସନ୍ତା ମାସରେ ହେବ ପ୍ରାଣ ପ୍ରତିଷ୍ଠା
ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହ କାମ ଜୋର୍ସୋରରେ ଆଗେଇ ଚାଲିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଗର୍ଭଗୃହର ପ୍ରଥମ ଫଟୋ। ମନ୍ଦିର ଟ୍ରଷ୍ଟର ଅଧିକାରୀ ଏହି ଫଟୋ ଜାରି କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି ଭବ୍ୟ ଗର୍ଭଗୃହର କାନ୍ଥ ଏବଂ ଗମ୍ବୁଜ ଉପରେ ହୋଇଥିବା ସୂକ୍ଷ୍ମ ଓ ସୁନ୍ଦର…