Browsing Tag

latest weather update

ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ଆଜିି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଗତ ୨୪ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ୫ଟି ସ୍ଥାନରେ ଘନକୁହୁଡ଼ି ଦେଖାଯାଇଛି। ଆଗାମୀ ୩ଦିନ ଯାଏ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା…

ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଲଘୁଚାପ ସକ୍ରିୟ, ପ୍ରଭାବରେ ରାଜ୍ୟରେ ୨ ଦିନ ଧରି ପ୍ରବଳ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ଆଗାମୀ ୨ ଦିନ ଯାଏ ଉତ୍ତର-ପଶ୍ଚିମ ଦିଗର ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୨ ଦିନ ଧରି ପ୍ରବଳ ବର୍ଷା ହେବ। ଆଜି କନ୍ଧମାଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଓ କଟକ…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ପୁଣି ବଢିପାରେ ବର୍ଷା ପରିମାଣ

ଆସୁଛି ଆଉ ଏକ ଲଘୁଚାପ। ୨୩ ତାରିଖରେ ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ ପୁଣି ବର୍ଷା ପରିମାଣ ଆହୁରି ବଢିପାରେ। ଲଘୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି। ଭୁବନେଶ୍ୱର, ଛତ୍ରପୁର ଓ କଟକରେ…

ଜୁନ ୨ୟ ସପ୍ତାହ ବେଳକୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ, ଆଗାମୀ ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

ଭୁବନେଶ୍ବର(କେନ୍ଯୁଜ୍): ଠିକ୍‌ ସମୟରେ ମୌସୁମୀ ଆସିଥିଲେ ସୁଦ୍ଧା କମ୍‌ ରହିଛି ବର୍ଷାର ପରିମାଣ। ଜୁନ ୨ୟ ସପ୍ତାହ ବେଳକୁ ରାଜ୍ୟରେ ବଢିପାରେ ବର୍ଷାର ପରିମାଣ । ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓ ପାଶ୍ୱବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ୧୦ଟି…

ବାତ୍ଯା ‘ନିଭାର’ ପ୍ରଭାବରେ ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ, ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା…

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ଧିରେ ଧିରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ନିଭାର ପ୍ରଭାବରେ ଥଣ୍ଡା ଆହୁରି ବଢିଯାଇଛି । ଶୀତ ସାଙ୍ଗକୁ ମେଘୁଆ ପାଗ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି । ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା…

ଗତ ୫ ମାସରେ ବଙ୍ଗୋପସାଗରରେ ୧୨ଟି ଲଘୁଚାପ! ପୁଣି ଆସୁଛି ଆଉ ଗୋଟେ, ପ୍ରଭାବରେ ୧୯ରୁ ୨୧ କିଛି ଜିଲ୍ଲାରେ ହେବ ପ୍ରବଳ…

ଭୁବନେଶ୍ବର: ଲଘୁଚାପ ପରେ ଲଘୁଚାପ। ଆସନ୍ତା ୧୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖରୁ ୨୧ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର…

ଆଜି ଗଭୀର ଅବପାତର ରୂପ ନେବ ଅବପାତ: ଦକ୍ଷିଣ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୯ଟି ଜିଲ୍ଲାକୁ ୟେଲୋ

ଭୁବନେଶ୍ବର: ଆଜି ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ ଅବପାତ । ପରେ ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ରହିବ । ଆଜି ରାତିରେ ନର୍ସାପୁର ଓ ବିଶାଖାପାଟଣା ମଝିରେ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଏବେ ବିଶାଖାପାଟଣାଠାରୁ ୩୧୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି ।…

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ବର୍ଷା, ୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଜାରି ରହିଛି ବର୍ଷା । ସମୟ କ୍ରମେ ଅଧିକ ଘନୀଭୂତ ହେଉଛି ଲଘୁଚାପ ।  ଆଜି ପାଇଁ ଭୀଷଣ ବର୍ଷା ସମ୍ଭାବନା ଥିବା ୫ ଜିଲ୍ଲାକୁ ରେଡୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ଯାଜପୁର, ଭଦ୍ରକ,…

ଆସନ୍ତା ୩-୪ ଦିନ ଯାଏଁ ରାଜ୍ୟରେ ନାହିଁ କୌଣସି ବଡ ଧରଣର ବର୍ଷା ସମ୍ଭାବନା, ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ହୋଇଛି…

ଭୁବନେଶ୍ବର: ଆସନ୍ତା ୩-୪ ଦିନ ଯାଏଁ ରାଜ୍ୟର କୌଣସି ବଡ ଧରଣର ବର୍ଷା ସମ୍ଭାବନା ନାହିଁ। ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଓ ଉତ୍ତର ଓଡିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ନବରଙ୍ଗପୁରର…