ଛୁଇଁଲେ କୁତୁକୁତୁ ଅନୁଭବ କରେ ‘ଲାଫିଙ୍ଗ୍ ଟ୍ରି’, ଦେଖନ୍ତୁ ଫଟୋ
କ’ଣ ଆପଣ କେବେ କୌଣସି ଗଛକୁ ଛୁଇଁବା ପରେ ହସୁଥିବାର ଦେଖିଛନ୍ତି କି? ହଁ, ଠିକ୍ ଶୁଣିଛନ୍ତି। ଯେତେବେଳେ କେହି ଗଛର କାଣ୍ଡ କିମ୍ବା ଶାଖାପ୍ରଶାଖାକୁ ଛୁଇଁଥାଏ, ତା’ହେଲେ ସେ ଏପରି ବ୍ୟବହାର କରିଥାଏ, ଯେପରି ତାକୁ କୁତୁକୁତୁ ଲାଗୁଛି। ଏଥିପାଇଁ ଆପଣଙ୍କୁ ଉତ୍ତରାଖଣ୍ଡର କାଲାଢୁଙ୍ଗି ଜଙ୍ଗଲକୁ…