ମ୍ୟାଚ୍ ମଝିରେ କ୍ରିକେଟରଙ୍କ ପେଟ ଖରାପ ହୋଇଗଲା, କଣ୍ଟ୍ରୋଲ କରିନପାରି ପ୍ୟାଣ୍ଟରେ ହିଁ କରିଦେଲେ ଝାଡ଼ା; ଦେଖନ୍ତୁ…
କ୍ରିକେଟ୍ ଖେଳ ବେଳେ ଫିଲ୍ଡରେ ବେଳେବେଳେ ଏଭଳି ଘଟଣା ଘଟେ ଯାହା ଦର୍ଶକଙ୍କୁ ହସର ଖୋରାକ ଯୋଗାଇଥାଏ। ଏବେ ମଧ୍ୟ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ୍ ମ୍ୟାଚ୍ ବେଳେ। ଇଂଲଣ୍ଡ ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନ ମ୍ୟାଚ୍ ଖେଳିବା…