Browsing Tag

launched

ଲଞ୍ଚ ହେବାକୁ ଯାଉଛି Royal Enfieldର ୬ଟି ନୂଆ ବାଇକ୍, ନିଜକୁ କିଣିବାରୁ ଅଟକାଇ ପାରିବେନି

ବାଇକ୍ ନିର୍ମାତା କମ୍ପାନୀ ରୟାଲ୍ ଏନଫିଲ୍ଡ ଗୋଟିଏ ପରେ ଗୋଟିଏ ୬ଟି ବାଇକ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ବର୍ଷ ୨୦୨୪ ରେ, କ୍ଲାସିକ୍ ଫ୍ରାଞ୍ଚାଇଜ୍ ର ମଡେଲଗୁଡିକ ମାର୍କେଟକୁ ଏଣ୍ଟ୍ରି କରିବାକୁ ଯାଉଛି । ଏହା ସହିତ, ଆହୁରି ୫ଟି ମଡେଲ ମଧ୍ୟ ଭାରତୀୟ ମାର୍କେଟରେ ଏଣ୍ଟ୍ରି କରିବ ।…

ଖୁବ ଶୀଘ୍ର ଲଞ୍ଚ ହେବ Qualcommର ନୂଆ ପ୍ରୋସେସର, ପ୍ରଥମେ ଏହି ୟୁଜର୍ସଙ୍କୁ ମିଳିବ ଫାଇଦା

କ୍ୱାଲକମ୍ ଏହାର ନୂତନ ଫ୍ଲାଗସିପ୍ ସ୍ନାପଡ୍ରାଗନ୍ ଚିପସେଟ ଘୋଷଣା କରିଛି ଯେଉଁଥିରେ କମ୍ପାନୀ ଏହାର ଲଞ୍ଚିଙ୍ଗ ଡେଟ ଏବଂ ସ୍ଥାନ ବିଷୟରେ କହିଛି । କ୍ୱାଲକମ୍ ଏହାର ୟୁଜରମାନଙ୍କ ପାଇଁ ଫ୍ଲାଗସିପ୍ ଚିପସେଟ ଆଣିବାକୁ ପ୍ରସ୍ତୁତ ହେଉଛି । ମାର୍ଚ୍ଚ ୧୮ ରେ ଚାଇନାରେ ଏକ ଇଭେଣ୍ଟ ସମୟରେ ଫ୍ଲାଗସିପ୍…

ଓଡ଼ିଶାର ଆଉ ଦୁଇଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ, ଜାଣନ୍ତୁ କେଉଁଠି ହେଲା ଆରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ଓଡ଼ିଶାର ଆଉ ଦୁଇଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଇସ୍ପାତ ସହର ରାଉରକେଲା ଓ ରେଶମ ସହର ବ୍ରହ୍ମପୁରରେ ଏହି ସେବା ଆଜି ଆରମ୍ଭ ହୋଇଛି । ଏହା ପୂର୍ବରୁ ଗତ ୫ ତାରିଖରେ ଟୁଇନ୍‌ ସିଟି ଭୁବନେଶ୍ୱର ଓ କଟକରେ…

ମେ ୧୧ ରେ ଲଞ୍ଚ୍ ହୋଇପାରେ ଗୁଗୁଲର ପ୍ରଥମ ସ୍ମାର୍ଟୱାଚ୍ ; ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ ଓ ଡିଜାଇନ୍

ସ୍ମାର୍ଟଫୋନ୍ ପରେ ଗୁଗୁଲ ବର୍ତ୍ତମାନ ଏହାର ପ୍ରଥମ ସ୍ମାର୍ଟୱାଚ୍ ଗୁଗୁଲ୍ ପିକ୍ସେଲ ୱାଚ୍ ଉପରେ କାମ କରୁଛି। ଏହି ସ୍ମାର୍ଟ ୱାଚ୍ କିଛି ଦିନ ଧରି ବହୁ ଚର୍ଚ୍ଚାରେ ରହିଆସିଛି, କିନ୍ତୁ କମ୍ପାନୀ ପକ୍ଷରୁ ଏହା ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ତେବେ ଗୁଗଲ ଅଫିସିଆଲ୍ ରୂପେ ଏହାର…

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍ ପୋର୍ଟାଲ ଲୋକାର୍ପିତ କଲେ ଶ୍ରମ ମନ୍ତ୍ରୀ , ଦେଲେ ୨୬୬୦ କୋଟି…

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ । ସମାରୋହକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ୩୫ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ବୋର୍ଡ ଅଧିନରେ ପଞ୍ଜିକୃତ କରାଯାଇଛି । ଏଥିରେ ୨୬୬୦ କୋଟି ଟଙ୍କା ସହାୟତା ପ୍ରଦାନ…

ଭାରତରେ ଲଞ୍ଚ ହେଲା OnePlus Nord 2 Pac-Man ଏଡିସନ, ରହିଛି ଦମଦାର ଫିଚର ସହ ଆକର୍ଷଣୀୟ ଲୁକ୍‌

ଦୀର୍ଘ ସମୟ ଅପେକ୍ଷା ପରେ OnePlus Nord 2 ର ଏକ ସ୍ୱତନ୍ତ୍ର ଏଡିସନ ଲଞ୍ଚ କରିଛି । ଯାହାକୁ OnePlus Nord Pac-Man କୁହାଯାଏ । ନୂତନ ଫୋନ୍ ବିଷୟରେ, କମ୍ପାନୀ ଦାବି କରିଛି ଯେ ଏହା ମଜାଳିଆ ଖେଳ, ଚ୍ୟାଲେଞ୍ଜ ଏବଂ ସ୍ୱତନ୍ତ୍ର Pac-Man କଣ୍ଟେନ ସହିତ ୟୁଜର୍ସ ମାନଙ୍କ ପାଇଁ ଏକ…

ଲଞ୍ଚ ହେଲା Pixel 6 ଓ Pixel 6 Pro ସ୍ମାର୍ଟଫୋନ୍, ରହିଛି ଦମଦାର ଫିଚର ସହ ଆକର୍ଷଣୀୟ ଲୁକ୍‌

ଗୁଗୁଲ ଆଜି ଏହାର ଇଭେଣ୍ଟରେ Pixel 6 ଏବଂ ଗୁଗୁଲ Google Pixel 6 Pro ସ୍ମାର୍ଟଫୋନ୍ ଲଞ୍ଚ କରିଛି। Pixel 6 ରେ ସିରିଜ୍ ରେ Google ଦ୍ୱାରା ତିଆରି ହୋଇଥିବା tensor ଚିପସେଟକୁ ଦିଆଯାଇଛି । ଗୁଗୁଲ କହିଛି ଯେ ଟେନସର AI କାର୍ଯ୍ୟକାରିତାକୁ ଉନ୍ନତ କରିବ। ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍…

ଲଞ୍ଚ ହେଲା Infinix Smart 5A, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ

ସ୍ମାର୍ଟଫୋନ କମ୍ପାନୀ Infinix ଭାରତରେ ଏହାର ବଜେଟ ସ୍ମାର୍ଟଫୋନ Infinix Smart 5A ଲଞ୍ଚ କରିଛି । ଏହାକୁ କମ୍ପାନୀର Infinix Smart 5 ର ଲାଇଟ ଭାରିଆଣ୍ଟ କୁହାଯାଇପାରେ । ଫୋନର ଦାମ ୬,୫୦୦ ଟଙ୍କା ରହିଛି । ଏଥିରେ ଡୁଆଲ ରିୟର କ୍ୟାମେରା ଏବଂ 5000 mAh ବ୍ୟାଟେରୀ ଭଳି ସୁବିଧା ରହିଛି ।…

5,000mAh ବ୍ୟାଟେରୀ ସହ ଦମଦାର ଫିଚର୍ସରେ ଲଞ୍ଚ ହେଲା Vivo Y12A, ଦାମ ରହିଛି ସବୁଠୁ ଶସ୍ତା

ଚୀନର ଫୋନ ମେକର କମ୍ପାନୀ ଭିଭୋ ପକ୍ଷରୁ ନୂଆ ସ୍ମାର୍ଟଫୋନ ଲଞ୍ଚ ହୋଇଛି ।Vivoର Y12A ମଡେଲ ସିଙ୍ଗାପୁର ଓ ଥାଇଲାଣ୍ଡରେ ଲଞ୍ଚ ହୋଇଛି । ଏହା ଭାରତରେ ଜାନୁଆରୀରେ ଲଞ୍ଚ ହୋଇଥିବା Vivo Y12sର ରିବ୍ରାଣ୍ଡେଡ ମଡେଲ । ତେବେ ଚାଲନ୍ତୁ ଜାଣିବା ଏଥିରେ ଥିବା ଜବରଦସ୍ତ ଫିଚର୍ସ । ଫିଚର୍ସ:…

Jio ସହ ଟକ୍କର ଦେବା ପାଇଁ Airtel ଆଣିଲା ଜବରଦସ୍ତ ପ୍ଲାନ, ଦିନକୁ ବ୍ୟବହାର କରିପାରିବେ 50GB ଡାଟା

ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ମଧ୍ୟରେ କଡାଟକ୍କର ଆରମ୍ଭ ହୋଇଛି । ୟୁଜର୍ସଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି କମ୍ପାନୀ ତରଫରୁ ବେଷ୍ଟ ବେନିଫିଟ ପ୍ଲାନ ଅଫର ଆସୁଛି । ସବସ୍କ୍ରାଇବର ବେସକୁ ବଢ଼ାଇବା ପାଇଁ ଜୋରଦାର ପ୍ରୟାସ ଚାଲିଛି । କିଛିଦିନ ପୂର୍ବେ ଜିଓ ୪୪୭ ଟଙ୍କା ନୋ ଡାଟା…

Nokia ର ପ୍ରଥମ ଲାପଟପ୍ ଭାରତରେ ହେଲା ଲଞ୍ଚ୍, ବଜେଟ୍ ଦାମ୍ ସହିତ ରହିଛି କମାଲ ଫିଚର୍ସ

ନୋକିଆର ପ୍ରଥମ ଲାପଟପ୍ ଭାରତୀୟ ବଜାରରେ ଲଞ୍ଚ୍ ହୋଇସାରିଛି । ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଆଜି Nokia purebook x14 ଲାପଟପ ଲଞ୍ଚ୍ କରିଛି। ଏହି ଲାପଟପର ଦାମ୍ ୫୯,୯୯୦ ଟଙ୍କା ରଖିଛି କମ୍ପାନୀ । ଏହା ନୋକିଆର ପ୍ରଥମ ଲାପଟପ୍। ଏଥିରେ intel 10th ଜେନେରେସନ ପ୍ରୋସେସର ଦିଆଯାଇଛି ଏବଂ…

Nokia 2.4 ଏବଂ Nokia 3.4 ସ୍ମାର୍ଟଫୋନ ହେଲା ଲଞ୍ଚ, ଜାଣନ୍ତୁ ମୂଲ୍ୟ ଏବଂ ଫିଚର୍ସ

HMD ଗ୍ଲୋବାଲ ପକ୍ଷରୁ ଦୁଇଟି ନୂଆ ସ୍ମାର୍ଟଫୋନ Nokia 2.4 ଏବଂ Nokia 3.4 କୁ ଲଞ୍ଚ କରିଛି। ଏହାସହିତ କମ୍ପାନୀ କିଛି ନୂଆ ଏକ୍ସେସିରିଜ ଯେଭଳି ନୋକିଆ ପାଓ୍ଵର ଇଅରବଡସ୍‌ ଏବଂ ନୋକିଆ ପୋର୍ଟେବଲ େଓ୍ଵୟାରଲେସ ସ୍ପିକର ମଧ୍ୟ ଲଞ୍ଚ କରିଛି। ନୋକିଆ ୩.୪ର ତିନିଟି ଭାରିଅଣ୍ଟସ୍‌ ୩ ଜିବି+୩୨…