ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ ରୁମରେ ଭଙ୍ଗାରୁଜା ଘଟଣା: ଆଉ ୮ ଜଣଙ୍କୁ ବାନ୍ଧିଲା ପୋଲିସ୍
ସମ୍ବଲପୁର(କେନ୍ୟୁଜ୍):ଓକିଲଙ୍କ ଆନ୍ଦୋଳନ ବେଳେ ସମ୍ବଲପୁର ଜିଲ୍ଲା ଦୌରାଜଜଙ୍କ ରୁମରେ ଭଙ୍ଗାରୁଜା ଘଟଣାରେ ବଢୁଛି ଗିରଫଦାରୀ । ଆଉ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର, ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ…