Browsing Tag

lawyer

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍‌ ନରିମନଙ୍କ ପରଲୋକ, ୯୫ ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ

ପରଲୋକରେ ବିଶିଷ୍ଟ ସାମ୍ବିଧାନିକ ବିଶାରଦ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍. ନରିମନ୍ । ୯୫ ବର୍ଷ ବୟସରେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନରିମନଙ୍କୁ ୧୯୯୧ରେ ପଦ୍ମ ଭୂଷଣ ଓ…

ତିନି ଜଣ ସ୍ତ୍ରୀ ରଖି ୪ର୍ଥ ବିବାହ କରୁଥିଲେ ଓକିଲ, କୋର୍ଟ ପରିସରରେ ପତ୍ନୀଙ୍କ ଠାରୁ ଖାଇଲେ ନିଧୁର୍ମ ଛେଚା

ଝାଡଖଣ୍ଡ ରାଞ୍ଚି ସିଭିଲ କୋର୍ଟ ପରିସରରେ ଜଣେ ଓକିଲଙ୍କୁ ତାଙ୍କ ପତ୍ନୀ ଏବଂ ଅନ୍ୟ ଓକିଲ ନିର୍ଧୁମ ପିଟିଛନ୍ତି । ଓକିଲଙ୍କ ପତ୍ନୀ ଅଭିଯୋଗ କରିଛନ୍ତି, ତାଙ୍କ ସ୍ୱାମୀ ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି । ପ୍ରଥମ ପତ୍ନୀ ଏହା ଜାଣିବା ପରେ କୋର୍ଟ ପହଞ୍ଚି ଯାଇଥିଲେ, ଆଉ ଓକିଲ ସ୍ୱାମୀଙ୍କୁ…

ସମ୍ବଲପୁର ଓକିଲ ସଂଘର ୨୯ ଓକିଲଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ, କୋର୍ଟ ଭଙ୍ଗାରୁଜା ଘଟଣାରେ ଥିଲେ ଅଭିଯୁକ୍ତ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଓକିଲ ସଂଘର ୨୯ ଓକିଲଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଲା ଜାମିନ। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହୋଇଥିବା ଆନ୍ଦୋଳନ ଓ କୋର୍ଟ ଭଙ୍ଗାରୁଜା ଘଟଣାରେ ମିଳିଲା ଜାମିନ। ୫୮ଦିନ ପରେ ଜେଲରେ ଥିବା ୨୯ଜଣ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ…

ସ୍ୱାଭାବିକ ହେଲା ସମ୍ବଲପୁର କୋର୍ଟ; କାର୍ଯ୍ୟରେ ଯୋଗ ଦେଲେ ଓକିଲ, ଉଠିଲା ୧୪୪ ଧାରା

ସମ୍ବଲପୁର (କେନ୍ୟୁଜ): ଦୀର୍ଘ ୨୦ ଦିନ ପରେ ହଟିଲା ଅଚଳାବସ୍ଥା । ଆଜି ସମ୍ବଲପୁର କୋର୍ଟରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଲେ । ସୂଚନା ଅନୁସାରେ ସକାଳ ୧୦.୩୦ ପରେ ଓକିଲମାନେ କୋର୍ଟକୁ ଆସିଛନ୍ତି । ସମ୍ବଲପୁରର ଓକିଲ ସଂଘ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ…

ମିତା ଦିଦିଙ୍କ ସବୁଜୀମା କ୍ଷେତ, ପେଷାରେ ଆଇନଜୀବୀ ହୋଇ ମଧ୍ୟ କ୍ଷେତରେ ଫଳାଉଛନ୍ତି ସୁନାର ଫସଲ

ଭୁବନେଶ୍ବର(କେନ୍ୟୁଜ୍): ପେଷାରେ ଆଇନଜୀବୀ କିନ୍ତୁ  ଭୁଲି ନାହାନ୍ତି ଓଡିଆ ଜାତିର ଆଦ୍ୟ ବେଉସାକୁ। ଅନେକ ମୁଦାଲଙ୍କ କେସ ଲଢି ଭୁବନେଶ୍ବର ବାର ଆସୋସିଏସନରେ ନିଜକୁ ବେଶ୍ ଚର୍ଚ୍ଚିତ କରିପାରିଛନ୍ତି ଆଇନଜୀବୀ ମିତା ମଞ୍ଜରୀ  ପଣ୍ଡା । କିନ୍ତୁ  ବୃତ୍ତିରୁ ଟିକିଏ ଫୁରସତ ମିଳିଲେ ମାଡିଯାଆନ୍ତି…

ଓକିଲଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ନ୍ୟାୟ ପାଇଁ ମରଶରୀର ଧରି କୋର୍ଟରେ ପହଞ୍ଚିଲେ ସାଥୀ ଓକିଲ

ଲକ୍ଷ୍ନୌ: ଓତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି। ଗତକାଲି କୃଷ୍ଣ ନଗର ଅଞ୍ଚଳରେ ଶିଶିର ତ୍ରୀପାଠି ନାମକ ଜଣେ ୩୨ ବର୍ଷିୟ ଓକିଲଙ୍କୁ ଦୁର୍ବୃତ୍ତ ମାନେ ପିଟି ହତ୍ୟା କରିଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଓକିଲକୁ ଗିରଫ କରିଛି…

ବାର କାଉନସିଲର ବଡ ନିଷ୍ପତ୍ତି, ବିନା ପ୍ରାକ୍ଟିସ ପ୍ରମାଣପତ୍ରରେ ଓକିଲ କରିପାରିବେନି ଓକିଲାତି

ଓକିଲମାନଙ୍କ କାର୍ଯ୍ୟକଳାପକୁ ସୁଧାରିବା ପାଇଁ ବାର କାଉନସିଲ ଅଫ ଇଣ୍ଡିଆ ବଡ ପଦକ୍ଷେପ ନେବା ପାଇଁ ସ୍ଥିର କରିଛନ୍ତି। ଏଥିପାଇଁ ଅଦାଲତରେ ପ୍ରାକ୍ଟିସ କରୁଥିବା ଓକିଲ ପାଞ୍ଚବର୍ଷ ପର୍ଯ୍ୟନ୍ତ ନିୟମିତ ପ୍ରଶିକ୍ଷଣ ପ୍ରାପ୍ତ କରିବା ଉଚିତ। ଠିକ୍‌ ସେହିପରି ହାଇକୋର୍ଟରେ ଓକିଲାତି କରିବା ପାଇଁ…

ନରମିଲେ ଆଇନଜୀବୀ, ଆସନ୍ତା ୪ ତାରିଖରୁ କାର୍ଯ୍ୟରେ ଦେବେ ଯୋଗ

କେଟକ(କେନ୍ୟୁଜ୍):  ନରମିଲେ ଆଇନଜୀବୀ। ଆସନ୍ତା ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ଓଡ଼ିଶା ହାଇକୋର୍ଟ ଆଇନଜୀବୀ। ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ଆନ୍ଦୋଳନ ନକରି କାର୍ଯ୍ୟରେ ଯୋଗ ଦେବାପାଇଁ ବାର୍‌ କାଉନସିଲ ଅଫ ଇଣ୍ଡିଆ ପରାମର୍ଶ ଦେଇଥିଲେ। ।…

ଓକିଲଙ୍କ ଆନ୍ଦୋଳନ ଯେଗୁଁ ହାଇକୋର୍ଟରେ କାର୍ଯ୍ୟ ଦିବସ କେତେ ପ୍ରଭାବିତ ହୋଇଛି ତାର ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

କେନ୍ୟୁଜ୍(ଦିଲ୍ଲୀ):   ବିଚାରପଦବୀ ପୂରଣ ସହ ବିଭିନ୍ନ ଦାବି ନେଇ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦେଳନ ହେଉଛି। ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନ ସୁପ୍ରିମକୋର୍ଟରେ ପହଞ୍ଚି ସାରିଛି। ଅର୍ଦ୍ଦସାମରିକ ବାହିନୀ ମୁତୟନ ଯାଏ କଥା ପହଞ୍ଚି ଯାଇଥିଲା। ସର୍ବୋଚ୍ଚ ଅଦାଲତ କହିଛନ୍ତି, ସୂଚନା ମୁତାବକ…

ପୁଣି ତେଜିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ବନ୍ଦ ରହିବ କୋର୍ଟ, ସରକାରୀ ଅଫିସ ଓ ବ୍ୟାଙ୍କ

ସମ୍ବଲପୁର(କେନ୍ୟୁଜ୍): ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଇନଜୀବୀ। ସମ୍ବଲପୁର ଓକିଲ ସଂଘ ପକ୍ଷରୁ ୩ ଦିନିଆ ଆନ୍ଦୋଳନ ଡାକରା ଦିଆଯାଇଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି, ଆସନ୍ତାକାଲି ଓ ୩୦ ତାରିଖ…

ଦୁନିଆର ଏକମାତ୍ର ଓକିଲ, ଯିଏକି ସଂସ୍କୃତ ଭାଷାରେ ଲଢ଼ୁଛନ୍ତି କେସ୍‌

ଦେବଭାଷା କହିବାର ଅଧିକାର କେବଳ ସଂସ୍କୃତ ଭାଷାକୁ ରହିଛି। ଏହି ଭାଷା ବହୁତ ପ୍ରାଚୀନ। କୁହାଯାଏ, ସଂସ୍କୃତ ଭାଷା ଜାଣିଥିବା ଲୋକ ଦୁନିଆର କୌଣସି କଠିନ ଭାଷା ମଧ୍ୟ ଶିଖିପାରିବ । ଏହି ଭାଷା ଜରିଆରେ ଆପଣ କଠିନରୁ କଠିନ ଭାଷାର ଉଚ୍ଚାରଣ ମଧ୍ୟ କରିପାରିବେ। ଆଜିକାଲି ଭାରତୀୟ ଯୁବପିଢି ବିଦେଶୀ…