ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟବ୍ଯାଙ୍କ ଲକରରୁ ଦେଢ଼ କିଲୋରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଚୋରି, ଜଣେ ପୁର୍ବତ୍ତନ ଅସ୍ଥାୟୀ…
କୋରାପୁଟ (କେନ୍ୟୁଜ):କୋରାପୁଟ ଜିଲା ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟବ୍ଯାଙ୍କ ଲକରରୁ ପ୍ରାୟ ଦେଢ଼ କିଲୋରୁ ଊର୍ଦ୍ଧ୍ବ ଓଜନର ସୁନା ଅଳଙ୍କାର ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଲକ୍ଷ୍ମୀପୁର SDPO ଅଶ୍ଵିନୀ ନାୟକ । ଅଭିଯୋଗ ଅନୁଯାୟୀ ବ୍ଯାଙ୍କରେ ଜଣେ ଗ୍ରାହକ…