Browsing Tag

leader

ଜେଲର ରୁଟି ଓ ଡାଲି ଅର୍ଡର କରି ଖାଉଛନ୍ତି ନେତା; କହୁଛନ୍ତି ଜେଲ ଖାଦ୍ୟ ଖାଇଲେ ଦୂର ହେବ ବାସ୍ତୁ ଦୋଷ

ଜେଲରେ ଥିବା VVIP ଲୋକଙ୍କ ପାଇଁ ଘରୁ ଖାଦ୍ୟ ଆଣିବା କଥା ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଯେ ଜେଲରୁ ଖାଦ୍ୟ ନେଇ ଘରେ ବସି ଖାଉଥିବାର । ଏହି କଥା ଆପଣଙ୍କୁ ନିହାତି ଭାବେ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ। ଜେଲ ଦଣ୍ଡରୁ ରକ୍ଷା ପାଇବା ପାଇଁ…