କୋଷ୍ଠକାଠିନ୍ୟ ହେଉ ଅବା ଆଖି ଯନ୍ତ୍ରଣା ଦୂର କରିଥାଏ ଅଶ୍ୱତ୍ଥ ପତ୍ର, ଏମିତି କରନ୍ତୁ ବ୍ୟବହାର
ଆୟୁର୍ବେଦ ଅନୁଯାୟୀ ସବୁ ଗଛରେ ଅନେକ ଔଷଧୀୟ ଗୁଣ ରହିଛି। ବିଭିନ୍ନ ଗଛ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାରୁ ଦୂରେଇ ରଖିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା ହୋଇଛି। ଏହିସବୁ ଗଛ ମଧ୍ୟରେ ଅଶ୍ୱତ୍ଥ ଗଛ ଅନ୍ୟତମ। ଏହି ଗଛର ପତ୍ର, ଫୁଲ, ଫଳ, ଛେଲିରେ ଅନେକ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି।…