ଏବେ ବିନା ଠିକଣା ପ୍ରମାଣ ପତ୍ରରେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ଅସମ୍ଭବ, ଜାଣନ୍ତୁ ନୁଆ ନିୟମ
ଡ୍ରାଇଭିଂ ଲାଇସେନ୍ସ ତିଆରି କୁ ନେଇ ଆସିଲା ବଡ଼ ଖବର। ସରକାର ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାର ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଏବେ ଆପଣ ମନମୁଖୀ ଯେକୌଣସି ସ୍ଥାନରେ ଡିଏଏ ତିଆରି କରିପାରିବେ ନାହିଁ।
ଯଦି ଆପଣ ବି ଡ୍ରାଇଭିଂ ଲାଇସେନ୍ସକୁ ତିଆରି କରିବାକୁ ଚାହୁଁଛନ୍ତି…