Browsing Tag

leave gujurat

ଗୁଜରାଟ ଛାଡୁଛନ୍ତି ଅଣଗୁଜରାଟୀ, ୧୪ ମାସର ଶିଶୁକନ୍ୟାକୁ ବିହାରୀ ଶ୍ରମିକର ଦୁଷ୍କର୍ମ ପରେ ଉତ୍ତେଜନା

ଗୁଜରାଟ(କେନ୍ଯୁଜ୍) : ଭୟରେ ଗୁଜରାଟ ଛାଡୁଛନ୍ତି ଅଣଗୁଜରାଟୀ । ବିଶେଷକରି ବିହାର, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ଶ୍ରମିକମାନେ ଗୁଜୁରାଟ ଛାଡି ନିଜ ରାଜ୍ୟକୁ ଫେରୁଛନ୍ତି । ଆଜି ସୁଦ୍ଧା ଗୁଜୁରାଟ ଛାଡି ପଳାଇ ଯିବାକୁ ଏମାନଙ୍କୁ ଧମକ ଦିଆଯାଇଛି । ହିମ୍ମତନଗର ଜିଲ୍ଲାରେ ଜଣେ ୧୪ ମାସର…