Browsing Tag

lecture

ଲେକଚର ଚାକିରୀ ଛାଡି ହେଇଗଲେ କୃଷକ, ମାଟି ନୁହେଁ ପାଣିରେ ଫଳାଉଛନ୍ତି ବିଭିନ୍ନ ପରିବା

କମ୍ପ୍ୟୁଟର ଇଞ୍ଜିନିୟରର ପାଠ ପଢି ଜଣେ ଅଧ୍ୟାପକ ଭାବରେ ଚାକିରି କରୁଥିଲେ ଗୁରକିରପାଲ ସିଂହ । କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ଯେ ପରବର୍ତ୍ତି ସମୟରେ ସେ ଚାକିରି ଛାଡି ଚାଷ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସେ ହାଇଡ୍ରୋକ୍ଲରିକ ଉପାୟରେ ପରିବା ଚାଷ କରୁଛନ୍ତି । ଏହି ଉପାୟରେ ଚାଷ କଲେ…

ଖୋର୍ଦ୍ଧା: ୫୨ ବର୍ଷବୟସରେ ଆଖିବୁଜିଲେ ଟାଙ୍ଗୀ କଲେଜର ଆଦର୍ଶ ଅଧ୍ୟାପକ, କରୋନାରେ ଆକ୍ରାନ୍ତ ହୋଇ ହେଉଥିଲେ ଚିକିତ୍ସିତ

ଟାଙ୍ଗୀ(କେନ୍ୟୁଜ୍): ଚାଲିଗଲେ ଟଙ୍ଗୀ ଚାନ୍ଦପୁର ଅଞ୍ଚଳର ଲୋକପ୍ରିୟ ହୋଇଥିବା ଆଦର୍ଶ ଅଧ୍ୟାପକ ନୀଳାଦ୍ରି ସାହୁ। କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଦିନକୁ ଦିନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ଦିଗକୁ ଗତି…

ବ୍ରହ୍ମପୁର: ରେଳ ଧାରଣା କଡ଼ରୁ ଅଧ୍ୟାପକଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର(କେନ୍ୟୁଜ): ବ୍ରହ୍ମପୁର ରେଳ ଷ୍ଟେସନ ଠାରୁ ୩ କିମି ଦୂର ଖୋଡା ସିଂ ରେଳ ଧାରଣା କଡରେ ଜଣେ ଅଧ୍ୟାପକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଖଲ୍ଲିକୋଟ ଜୁନିୟର କଲେଜର କମ୍ପ୍ୟୁଟର ଅଧ୍ୟାପକ ଭୁବନେଶ୍ୱର ନାୟକ ଓରଫ ଲଡୁ (୨୭) । ମୃତ ଭୁବନେଶ୍ବରଙ୍କ ବାପା ଗଣପତି ନାୟକ…

ଗୁରୁ ଶିଷ୍ୟ ପରମ୍ପରାରେ ଆସିଲା ଆଉ ଏକ କଳଙ୍କ, କ୍ଲାସ୍‌ ରୁମ୍‌ ଭିତରେ କଲେଜ ଛାତ୍ରୀଙ୍କ କାନ କାମୁଡି ଦେଲେ ଅଧ୍ୟାପକ

ବେଗୁନିଆ (କେନ୍ୟୁଜ୍): ଗୁରୁ ଶିଷ୍ୟ ପରମ୍ପରାରେ ଆସିଲା ଆଉ ଏକ କଳଙ୍କିତ ଅଧ୍ୟାୟ। କଲେଜ ଛାତ୍ରୀଙ୍କୁ ଅସଦାଚରଣ ସହ ଅଧ୍ୟାପକ କାନ ଓ ଆଙ୍ଗୁଠି କାମୁଡି ଦେଇଥିବା ଅଭିଯୋଗ । ବେଗୁନିଆ କଣ୍ଟାବାଡ ରମାମଣି ମହାବିଦ୍ୟାଳୟରେ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଘଟଣା ପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ…

ଭୁବନେଶ୍ବର: ନବନିଯୁକ୍ତ ୨୯୯ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଯୁକ୍ତିପତ୍ର ପ୍ରଦାନ

ଭୁବନେଶ୍ବର(କେନ୍ୟୁଜ୍): ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନବନିଯୁକ୍ତ ୨୯୯ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତିପତ୍ର ପ୍ରଦାନ । ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଅନୁଦାନପ୍ରାପ୍ତ କଲେଜରେ ଏହି ଅଧ୍ୟାପକ…