ଓଜନ କମ୍ କରିବା ସହ ତ୍ୱଚା ସମ୍ବନ୍ଧୀୟ ସବୁ ସମସ୍ୟାକୁ ମଧ୍ୟ ଦୂର କରେ ଏହି ଘାସ, ନିୟମିତ କରନ୍ତୁ ସେବନ
ଲେମନ୍ ଗ୍ରାସ୍ ଏକ ପ୍ରକାରର ଚମତ୍କାରୀ ଘାସ। ଏହା ଏକ ଘାସ ହୋଇଥିଲେ ମଧ୍ୟ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହି ଘାସରେ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟି ଇନ୍ଫ୍ଲେମେଟୋରୀ, ଆଣ୍ଟି ସେପ୍ଟିକ୍ ଓ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ।…