Browsing Tag

lemon

୯ ଟି ଲେମ୍ବୁର ଦାମ ୨ ଲକ୍ଷ ୩୬ ହଜାର ଟଙ୍କା, ସୌଭାଗ୍ୟର ପ୍ରତୀକ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ

ଲକ୍ଷେ ଟଙ୍କିଆ ଲେମ୍ବୁ । ୯ ଟି ଲେମ୍ବୁର ଦାମ ୨ ଲକ୍ଷ ୩୬ ହଜାର ଟଙ୍କା । ତାମିଲନାଡ଼ୁର ବିଲୁପୁରମ ଜିଲ୍ଲାର ଏକ ମନ୍ଦିରରେ ନିଲାମ ହେଲା । ବିଲୁପୁରମ ମୁରୁଗା ମନ୍ଦିରରେ ଏକ ୭ ଦିନିଆ ଉତ୍ସବ ଅବସରରେ ୯ଟି ଲେମ୍ବୁ ୨ ଲକ୍ଷ ୩୬ ହଜାର ଟଙ୍କାରେ ନିଲାମ ହୋଇଛି । ଦେବତାଙ୍କ ପାଖରେ ପୂଜା ହୋଇଥାଏ…

ଗ୍ୟାସ୍ ଓ ବଦହଜମି ସମସ୍ୟା ଯୋଗୁ ଚିନ୍ତିତ କି ? ଏହି ୨ଟି ଉପାୟରେ ଡାଏଟ୍‌ରେ ସାମିଲ କରନ୍ତୁ ଲେମ୍ବୁ, ମିଳିବ ଆରାମ

ଆଜିକାଲିର ଅନ୍‌ହେଲଦି ଖାଇବା ଏବଂ ପିଇବାରେ ଅସାବଧାନତା ହେତୁ ଗ୍ୟାସ୍, ବଦହଜମି ଏବଂ ପେଟ ସମସ୍ୟା ଲୋକମାନଙ୍କ ମଧ୍ୟରେ ସାଧାରଣ ହୋଇଗଲାଣି । ଖାଦ୍ୟ ସଠିକ୍ ଭାବରେ ହଜମ ହୋଇନଥିବାରୁ ଏବଂ ବେଳେବେଳେ ତେଲିଆ ଖାଦ୍ୟ ଖାଇବା ହେତୁ ବଦହଜମି ସମସ୍ୟା ଆରମ୍ଭ ହେବାକୁ ଲାଗିଥାଏ । ଯେପରି ଆର୍ଟ…

ଭଗବାନ ଶିବଙ୍କୁ ଅର୍ପଣ ହୋଇଥିଲା ଲେମ୍ବୁ , ନିଲାମ ଦାମ୍‌ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ

ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସ ଆଗରେ ଟଙ୍କା ବି ତୁଚ୍ଛ ହୋଇଯାଏ । ମନ୍ଦିରରେ ଅର୍ପଣ କରାଯାଇଥିବା ଭୋଗ ହେଉ କି ଅନ୍ୟ କିଛି ଜିନିଷ ହେଉ, ଲୋକମାନେ ଏହି ଜିନିଷକୁ ହଜାର ଟଙ୍କାରେ କିଣିଥାନ୍ତି । କାହିଁକି ନା ଭକ୍ତମାନଙ୍କର ବିଶ୍ୱାସ ଥାଏ ଭଗବାନଙ୍କ ପାଖରେ ଲାଗିଥିବା ଜିନିଷ ତାଙ୍କ ଘରେ ସୁଖ…

୧.୪୮ ଲକ୍ଷରେ ବିକ୍ରି ହେଲା ୨୮୫ ବର୍ଷ ତଳର ପୁରୁଣା ଲେମ୍ବୁ, ଉପରେ ଲେଖା ହୋଇଥିଲା ଏହି ସୁନ୍ଦର ବାର୍ତ୍ତା

ସାଧାରଣତଃ ଫ୍ରିଜ୍‌ରେ ଲେମ୍ବୁଟିଏ ରଖିଦେଲେ, ଅଧିକରୁ ଅଧିକ ଏହା ୧୫ କିମ୍ବା ୨୦ ଦିନ ଭିତରେ ଶୁଖିକି ନ ହେଲେ ସଢ଼ିକି ନଷ୍ଟ ହୋଇଯାଏ । କିନ୍ତୁ ଆପଣ ଏ କଥା ଆଦୌ ବିଶ୍ୱାସ କରିପାରିବେ ନାହିଁ ଯେ କୌଣସି ଲେମ୍ବୁ ୨୮୫ ବର୍ଷ ପର୍ଯ୍ୟନ୍ତ ଏକଦମ୍‌ ସୁରକ୍ଷିତ ଅବସ୍ଥାରେ ରହିଛି । ନିକଟରେ ଇଂଲଣ୍ଡରେ…

ଘର କିମ୍ବା ଦୋକାନରେ କାହିଁକି ଲଗାଯାଏ ଲେମ୍ବୁ- ଲଙ୍କା, କ’ଣ ରହିଛି କାରଣ

ଆପଣ ଅନେକ ଘର ହେଉ ଅବା ଦୋକାନ ବାହାର ଲେମ୍ବୁ ଏବଂ କଞ୍ଚାଲଙ୍କା ଓହଳିଥିବା ନିଶ୍ଚିତ ଦେଖିଥିବେ। ଅନେକ ଲୋକ ନିଜ ଗାଡିରେ ମଧ୍ୟ ଲେମ୍ବୁ ଓ ଲଙ୍କା ଲଗାଇଥିବା ମଧ୍ୟ ଦେଖିଥିବେ। କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ମାନୁଥିବା ବେଳେ କିଛି ଲୋକ ଝୁଲାଇବାରେ ଆସ୍ଥା ରଖିଥାନ୍ତି। ଲେମ୍ବୁ ଓ ଲଙ୍କା…

ଖରାଦିନରେ ମୁହଁରୁ ଦାଗ ତଥା ବ୍ରଣକୁ ଦୂର କରିବ ଲେମ୍ବୁ-ଦହିର ପ୍ୟାକ, ଏପରି କରନ୍ତୁ ପ୍ରସ୍ତୁତ

ଜୀବନ ଏବେ ଏପରି ବ୍ୟସ୍ତବହୁଳ ହୋଇଯାଇଛି ଯେ ନିଜ ପାଇଁ ସମୟ ଟିକେ କାଢ଼ିବା କଷ୍ଟକର ହୋଇ ପଡୁଛି । ଏହି ବ୍ୟସ୍ତ ବହୁଳ ଜୀବନରେ ଆମେ ଆମ ଶରୀର ପ୍ରତି ଯତ୍ନ ନେଇ ପାରୁନେ । ଯେଉଁଥିପାଇଁ ଶରୀରରେ ବହୁ ପ୍ରକାର ଅସୁବିଧା ଦେଖାଦେଉଛି । ବିଶେଷକରି ଯେବେ ଆମେ ୩୦ କିମ୍ବା ୪୦ ବର୍ଷରେ ପହଞ୍ଚୁଛୁ ଏହାର…

ଗୁଜୁରାଟ: ସାମାନ୍ୟ ଗୋଟିଏ ଲେମ୍ବୁ ପାଇଁ ଚାଲିଗଲା ଜୀବନ, ଦୁଇ ପରିବାର ମଧ୍ୟରେ ବାଡାବାଡ଼ି, ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ : ଦେଶରେ ଲେମ୍ବୁ ଦର ଲୋକଙ୍କ ଦାନ୍ତ ଖଟ୍ଟା କରିଥିଲା। ପେଟ୍ରୋଲ ଓ ଡିଜେଲ ସହ ତାଳ ଦେଇ ବଢୁଥିଲା ଲେମ୍ବୁଦର। ପରିବା ମଣ୍ଡିମାନଙ୍କରେ ଲେମ୍ବୁ କେଜି ପିଛା ଦର ୪୦୦ ଟଙ୍କାକୁ ପହଞ୍ଚିଥିଲା। ଦେଶରେ ଗ୍ରୀଷ୍ମ ଆରମ୍ଭ ସହ ଲେମ୍ବୁଦର ବୃଦ୍ଧି ଅନେକଙ୍କୁ ଖଟକାଇଥିଲା। ଚଳିତ ବର୍ଷ…

ମୋବାଇଲ କିଣନ୍ତୁ ଫ୍ରିରେ ପାଆନ୍ତୁ ଲେମ୍ବୁ ଓ ପେଟ୍ରୋଲ : ଦୋକାନୀ ଦେଉଛନ୍ତି ଏମିତି ଅଫର

ଦେଶରେ ପେଟ୍ରୋଲ-ଡିଜେଲ ସହିତ ଲେମ୍ବୁର ଅହେତୁକ ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାରାଣସୀର ଜଣେ ମୋବାଇଲ୍ ଦୋକାନୀ ଏକ ନିଆରା ଅଫର ଦେଇଛନ୍ତି। ମୋବାଇଲ୍ ଦୋକାନର ମାଲିକ ପ୍ରସ୍ତାବ ଦେଇଛନ୍ତି ଯେ ଯଦି କେହି ତାଙ୍କ ଦୋକାନରୁ ୧୦ ହଜାର…

ଲେମ୍ବୁର ଜାଗା ନେଲା ରସୁଣ, ଦେଖନ୍ତୁ ଏହି ମଜାଦାର ଫଟୋ

ଦେଶରେ ଲେମ୍ବୁର ଦାମ ଲଗାତର ଭାବେ ବୃଦ୍ଧି ପାଉଛି। ଅନେକ ସ୍ଥାନରେ କିଲୋ ପିଛା ଲେମ୍ବୁ ୪୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ବଜାରରେ ଗୋଟିଏ ଲେମ୍ବୁ ୧୦ରୁ ୨୦ ଟଙ୍କାରେ ମିଳୁଛି। ଗ୍ରୀଷ୍ମଦିନେ ଚାହିଦା ରହିଥିବା ବେଳେ ହଠାତ୍‌ ଲେମ୍ବୁର ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ପରିସ୍ଥିତି…

ଦିନେ ଦୁଇ ଦିନରେ ହିଁ ଶୁଖିଯାଉଛି କି ଲେମ୍ବୁ! ଏହି ଉପାୟରେ କରନ୍ତୁ ଷ୍ଟୋର, ମାସେ ଯାଏଁ ରହିବ ଫ୍ରେସ୍‌

ଆରମ୍ଭ ହୋଇଛି ଖରାଦିନ। ଗ୍ରୀଷ୍ମ ଋତୁରେ ଅଂଶୁଘାତରୁ ମୁକ୍ତି ପାଇଁ ଲୋକମାନେ ଲେମ୍ବୁ ପାଣି ପିଇଥାନ୍ତି। କିନ୍ତୁ ଏଥରକ ଖରାଦିନ ଆରମ୍ଭରୁ ହିଁ ଲେମ୍ବୁ ଦାମ୍‌ ଆକାଶ ଛୁଆଁ ହୋଇଛି। ଏବେ ମାର୍କେଟ୍‌ରେ ଲେମ୍ବୁ କିଲୋ ପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ଏତେ ଟଙ୍କାରେ ଲେମ୍ବୁ…

ଗ୍ରୀଷ୍ମକାଳରେ ଲେମ୍ବୁ ଦରରେ ଲାଗିଛି ନିଆଁ: ସେଓ-ଆମ୍ବଠୁ ବି ଅଧିକ, ୧୦ଟଙ୍କାରେ ମିଳୁଛି ଗୋଟିଏ

ଭୁବନେଶ୍ବର(କେନ୍ୟୁଜ୍): ଲେମ୍ବୁ ଦରରେ ଦାନ୍ତ ଖଟା। ଗ୍ରୀଷ୍ମକାଳରେ ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ। ସେଓ , ଆମ୍ବ ଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ। କିଲୋ ପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ। ବହୁ ସ୍ଥାନରେ ୧୦ଟଙ୍କାରେ ମିଳୁଛି ଗୋଟିଏ ଲେମ୍ବୁ।…

ଖରାଦିନ ଆରମ୍ଭ ନ ହେଉଣୁ ଲେମ୍ବୁ ଦର ଆକାଶଛୁଆଁ, କିଲୋପ୍ରତି ବିକ୍ରି ହେଉଛି ୨୦୦ ଟଙ୍କାରେ

ଆରମ୍ଭ ହୋଇଗଲାଣି ଏପ୍ରିଲ ମାସ। ଖରାଦିନ ଆରମ୍ଭ ନ ହେଉଣୁ ସୂର୍ଯ୍ୟଙ୍କ ତାପମାତ୍ରା କିନ୍ତୁ ଉପର ମୁହାଁ ହୋଇଛି। ଓଡ଼ିଶାରେ ଏବେ ସବୁ ଦିନ ୭-୮ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି। ଖରା ବଢ଼ୁଥିବାରୁ ଏବେ ପାନୀୟ ଦ୍ରବ୍ୟର ଚାହିଦା ବି ବଢ଼ିଛି। ଲୋକଙ୍କର ଚାହିଦା ମୁତାବକ, ବଜାରରେ ଏବେ…