Browsing Tag

leopard

ଚିତାବାଘ ସାଙ୍ଗେ ସେଲଫି, ଭାଇରାଲ ହେଉଛି ଭିଡିଓ

ବତ୍ତର୍ମାନ ସମୟରେ ଲୋକମାନେ ସୋସିଆଲ ମିଡିଆରେ ଫେମସ୍‌ ହେବା ପାଇଁ କିଛି ନା କିଛି ଭିନ୍ନ କଣ୍ଟେଣ୍ଟ କରୁଛନ୍ତି । ଲୋକଙ୍କୁ ଆକର୍ଷିତ କରିବା ପାଇଁ କଣ୍ଟେଣ୍ଟ କ୍ରିଏଟରମାନେ ସ୍ୱତନ୍ତ୍ର ଭିଡିଓ ଓ ଫଟୋ ପୋଷ୍ଟ କରନ୍ତି । ସମାନ ଭାବେ ଜଣେ କୃଷକଙ୍କର ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେ ମୋବାଇଲ…

ଜଙ୍ଗଲରୁ ଆସି ସହରାଞ୍ଚଳରେ ପଶିଲେ ବାଘ ଓ ଭାଲୁ, ଭାଇରାଲ ହେଉଛି ଭିଡିଓ

ରାତିରେ ଘରୁ ବାହାରୁଥିଲେ ସାବଧାନ । କାହିଁକି ନା ଏବେ କେବଳ ଜଙ୍ଗଲ ଆପଣଙ୍କ ପାଇଁ ଅସୁରକ୍ଷିତ ତାହା ନୁହେଁ ଆପଣ ଯାଉଥିବା ରାସ୍ତା ବି ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ । କାରଣ ବିଳମ୍ବିତ ରାତିରେ ବାଘ ଓ ଭାଲୁ ଜନବସତି ଅଞ୍ଚଳରେ ବିଚରଣ କରୁଛନ୍ତି । ଜଙ୍ଗଲ ଛାଡ଼ି ଏବେ ସହରମୁହାଁ…

ଚନ୍ଦକା ଡିଭିଜନରୁ ଆହତ କଲରାପତରିଆ ବାଘ ଉଦ୍ଧାର

ଚନ୍ଦକା ଡିଭିଜନରୁ ଆହତ ଅବସ୍ଥାରେ କଲରାପତରିଆ ବାଘ ଉଦ୍ଧାର । ମହାନଦୀ ଡିଭିଜନ୍ କର୍ମଚାରୀଙ୍କ ସହାୟତାରେ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି । ଆହତ ବାଘର ଚିକିତ୍ସା କରୁଛନ୍ତି ଓୟୁଏଟିର ସ୍ବତନ୍ତ୍ର ଟିମ୍ । ଏନେଇ ସୋସିଆଲ ମିଡିଆ 'X'ରେ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ।.

ଅଫିସ ରୁମରେ ହଠାତ ପଶିଆସିଲା ଚିତା ବାଘ, ସାହାସିକତାର ସହ ବୁଦ୍ଧି ଖଟାଇ ବାଘକୁ ପାନେ ଦେଲା

ନିକଟରେ ଏକ ଅଫିସ ରୁମରେ ହଠାତ ପଶି ଆସିଥିଲା ଏକ ଚିତାବାଘ । ଆଉ ତାପରେ ଘଟିଥିଲା ଏଭଳି କିଛି । ଯାହାର ଏକ ସିସିଟିଭି ଫୁଟେଜ ଏବେ ଇଣ୍ଟରନେଟରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ମାଲେଗାଓଁରେ ଦେଖିବାକୁ ମିଳିଛି । ଚିତା ବାଘଟି ହଠାତ…

ମେ ମାସରୁ ରାଜ୍ୟ ସରକାର ଗଣିବେ କଲରାପତରିଆ ବାଘ

ଭୁବନେଶ୍ୱର (କେନ୍ୟୁଜ): ମେ ମାସରୁ ରାଜ୍ୟ ସରକାର ନିଜେ ଗଣିବେ କଲରାପତରିଆ । ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । କ୍ୟାମେରା ଟ୍ରାପ ଦ୍ବାରା ଗଣନା କାର୍ଯ୍ୟ କରାଯିବ। ବନ୍ୟପ୍ରାଣୀ ପିସିସିଏଫ୍…

୪ବର୍ଷ ତଳ କଲରାପତରିଆ ବାଘ ହତ୍ୟାର ପର୍ଦ୍ଦା ଫାସ, ୨ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ୯ଦିନରେ ଖୋଲିଲା ୪ବର୍ଷ ତଳର କଲରାପତରିଆ ବାଘ ହତ୍ୟାର ଗୁମର। କଲରାପତରିଆ ବାଘକୁ ହତ୍ୟା କରି ଏହାର ଛାଲକୁ ବିକ୍ରି ଅଭିଯୋଗରେ ଫେବୃଆରୀ ୫ତାରିଖରେ ୨ଜଣଙ୍କୁ କଟକରୁ ଗିରଫ କରାଯାଇଥିଲା। ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଓ ରାଜ୍ୟ ବନ୍ୟ ବିଭାଗର ମିଳିତ ଚଢଉରେ…

ଜୟପୁର: ହୋଟେଲ ଭିତରକୁ ପଶି ଆସିଲା କଲରାପତରିଆ ବାଘ, ବନ ବିଭାଗ ଟିମ୍‌ ନାକେଦମ୍‌

ରାଜସ୍ଥାନର ଜୟପୁରରେ ଏକ ଘରୋଇ ହୋଟେଲ ଭିତରକୁ କଲରାପତରିଆ ବାଘ ପଶି ଆସିଥିଲା । ଏଠାରେ ଥିବା କ୍ୟାସଲ କାନୋତା ହେରିଟେଜ୍‌ ହୋଟେଲ ଭିତରକୁ ବାଘଟି ପଶି ଆସିବା ଫଳରେ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ । ବହୁ ପରିଶ୍ରମ ପରେ ବାଘକୁ ସେଠାରୁ ବାହାର କରାଯାଇଥିଲା । ଯଦିଓ ବାଘଟି ହୋଟେଲର କୌଣସି…

ବାଛୁରୀକୁ ଟାଣି ନେଲା ବାଘ, ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ

ବାଛୁରୀକୁ ଟାଣି ନେଲା ବାଘ । ନୂଆପଡ଼ା ବନବିଭାଗ ରେଞ୍ଜ ଅନ୍ତର୍ଗତ ମୋଟା ନୂଆପଡ଼ା ପଂଚାୟତରେ କଲରାପତରିଆ ବାଘ ଆତଙ୍କ । ଏକ ବାଛୁରୀକୁ ଟାଣିନେବାରୁ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ତୋର୍ରରା ଗାଁର ଇଦୁ…

ମା’ ସୁନାଦେଈଙ୍କ ଦର୍ଶନ ସାରି ଫେରୁଥିବା ବେଳେ ବାଟରେ ଛକି ବସିଥିଲା କଲରାପତରିଆ, ଭୟରେ ସ୍ଥାନୀୟ ଲୋକେ

ନୂଆପଡା (କେନ୍ୟୁଜ୍‌): ନୂଆପଡା ଜିଲ୍ଲା ସୁନାବେଡା ଅଭୟା ରଣ୍ୟର ଗଡ଼ଗଡା ଘାଟିରେ ଏହି କଲରାପତରିଆ ବାଘ ବୁଲୁଥିବା ବେଳେ କିଛି ଯୁବକ ମୋବାଇଲ କ୍ୟାମେରାରେ ବାଘ ବୁଲୁଥିବାର ଦୃଶ୍ୟକୁ କଏଦ କରିଛନ୍ତି । ବାଘ ଦେଖିବା ପରେ ସୁନାବେଡାକୁ ଯାତାୟତ କରୁଥିବା ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।…

ଦିଲ୍ଲୀର VIP ଅଞ୍ଚଳ ସୈନିକ ଫାର୍ମ ରାସ୍ତାରେ ବୁଲୁଛି ଚିତାବାଘ, ଧରିବା ପାଇଁ ୪୦ ଜଣିଆ ଟିମ୍‌ ନିୟୋଜିତ

ଦେଶର ରାଜଧାନୀ ହୋଇଥିବାରୁ ଦିଲ୍ଲୀରେ ସବୁଠାରୁ ଅଧିକ ସୁରକ୍ଷା ବ୍ୟବସ୍ଥା ରହିଥାଏ। ଏଠାରେ ଏମିତି ଅନେକ ଅଞ୍ଚଳ ଅଛି, ଯାହା ଦେଶର ସବୁଠୁ VVIP ଅଞ୍ଚଳ ମଧ୍ୟରେ ଗଣାଯାଇଥାଏ। ଏହି ସବୁ ଅଞ୍ଚଳରେ ନେତା, ମନ୍ତ୍ରୀ, ଅଧିକାରୀ, ବଡ଼ ବଡ଼ ବ୍ୟବସାୟୀଙ୍କ ସମେତ ନାମୀଦାମୀ ଲୋକ ବାସ କରନ୍ତି।…

ଲୁଚି ଲୁଚି ଘରେ ପଶିଲା ଚିତା, ପରେ ଧାରୁଆ ନଖରେ ୬ ଜଣଙ୍କୁ କଲା ଆକ୍ରମଣ

ଅତିଥି ଭଳି ଘରେ ପଶିଲା ଚିତା ବାଘ । ବାଘ ଦେଖି ଛାନିଆ ହେଲେ ଘରର ସମସ୍ତ ସଦସ୍ୟ । କେଉଁଠି ଥିଲା କେଜାଣି ଚୁପ୍‌ ଚୁପ୍‌ ଆସି ଘରେ ପଶିଲା । ବାଘକୁ ଦେଖିବା ପରେ ଘର ଲୋକେ କଣ କରିବେ କିଛି ବୁଝି ପାରିଲେନି । କେମିତି ଘରୁ ବାହାରିିବେ ଏଇ ଚିନ୍ତା ଘାରିଲା । ଭୁଲରେ ଯଦି ଚିତା ହାବୁଡ଼ରେ ପଡ଼ିଲେ…

ହରିୟାଣା: ଅରାବଳୀ ପର୍ବତରୁ ମିଳିଲେ ୨ ଚିତାବାଘ ଛୁଆ, ନ ଜାଣିପାରି ଘରକୁ ନେଇ ଆସିଲେ ଛେଳି ଚରାଳି

ଅଜାଣତରେ ବାଘ ଛୁଆ ଘରକୁ ଆଣିଲେ ଛେଳି ଚରାଳି । ହରିୟାଣା ନୁହ ଜିଲ୍ଲାର ଜଙ୍ଗଲରୁ ଛେଳି ଚରାଇବାକୁ ଯାଇଥିଲେ କିଛି ପିଲା । ସେମାନଙ୍କୁ ମିଳିଥିଲା ୨ ନବଜାତ ବାଘ ଛୁଆ । ୨ଟି ବାଘ ଛୁଆଙ୍କୁ ଘେରି ରହିଥିଲେ କୁକୁର । ଛୁଆଙ୍କୁ ବଞ୍ଚାଇ ଘରକୁ ଆଣଥିଲେ ପିଲା । ସେମାନଙ୍କୁ ଛେଳି କ୍ଷୀର ମଧ୍ୟ…