Browsing Tag

leopard-python fighting

ଚିତାକୁ ଗିଳିବାକୁ ଚେଷ୍ଟା କରୁଛି ଅଜଗର, ଭିଡିଓ ଦେଖିଲେ ଆପଣଙ୍କ ଟାଙ୍କୁରି ଉଠିବ ଲୋମ

କେନିଆର ମସାଇ ମାରା ଟ୍ରାଏଙ୍ଗ ରିଜର୍ଭରେ ଏକ ଅଜଗର ଏବଂ ଚିତାବାଘର ଲଢ଼େଇ ଦେଖିବାକୁ ମିଳିଛି। ଏହି ଘଟଣାରୁ ସମ୍ପୂର୍ଣ୍ଣ ଦୃଶ୍ୟ ଜଣେ ପର୍ଯ୍ୟଟକ ନିଜ କ୍ୟାମେରାରେ କଏଦ କରିଥିଲେ। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଏକ ଚିତାବାଘ ଓ ଅଜଗରର ଲଢ଼େଇ ଦେଖିବାକୁ ମିଳିଛି।…