Browsing Tag

leopard skins seized

ବୌଦ୍ଧ କପାସିରାରେ ଡିଲ୍‌ ବେଳେ ମାଡିବସିଲା STF: ୨ଟି ଚିତା ବାଘ ଛାଲ ଜବତ, ଜଣେ ଗିରଫ

ବୌଦ୍ଧ(କେନ୍ଯୁଜ୍): ଡିଲ୍‌ ବେଳେ ମାଡିବସିଲା। ଜବତ ହେଲା ୨ଟି ଚିତା ବାଘ ଛାଲ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରାରେ ଜଣେ ବ୍ୟକ୍ତିଙ୍କଠାରୁ ୨ଟି ଚିତା ବାଘ ଛାଲ ଜବତ ହୋଇଛି । ଭୁବନେଶ୍ୱର ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ କଣ୍ଟାମାଲ…

ନୟାଗଡରୁ ପୁଣି ବାଘଛାଲ ର‍୍ୟାକେଟର ପର୍ଦ୍ଦାଫାସ୍ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍

ନୟାଗଡ: ପୁଣି ନୟାଗଡରୁ ବାଘଛାଲ ର‍୍ୟାକେଟର ପର୍ଦ୍ଦାଫାସ । ଜିଲ୍ଲାର ରଣପୁର ଅଞ୍ଚଳରୁ ୨ଟି ବାଘ ଛାଲ ଜବତ । ଜବତ କରିଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ । ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଚଢଉ କରି ବାଘ ଛାଲ ଜବତ କରିଥିଲା ।…