ଦେବଗଡ଼ ବ୍ରାହ୍ଣଣପାଲି ଗାଁ ନିକଟରେ ବିକ୍ରି ପାଇଁ ଡିଲ୍ ବେଳେ ରେଡ୍: ଏକ କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ
ଦେବଗଡ଼ (କେନ୍ଯୁଜ୍): ବିକ୍ରି ପାଇଁ ଡିଲ୍ ବେଲେ ରେଡ୍। ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଦେବଗଡ଼ ବନଖଣ୍ଡ ରିଆମାଲ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ଣଣପାଲି ଗାଁ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡି ବସିଲା ବନବିଭାଗ।
ଚଢାଉ…